ମହାଦେବଙ୍କ ହଟହଟା

ବୃକାସୁର ନାମେ ଥିଲା ଏକ ମହାଦୈତ୍ୟ l ମହାବଳୀ ଶକୁନି ଦୈତ୍ୟର ସେହି ସୂତ ll ଅମର ଅଭିଳାଷେ ସେ ଘୋର ତପକରି l ତୋଷକଲା ରକ୍ଷଵୀର ପ୍ରଭୁ ତ୍ରିପୁରାରୀ ll ତୋଷହୋଇ ପ୍ରଭୁ ଆଶୁତୋଷ ଶ୍ରୀଶଙ୍କର l ପୁଚ୍ଛା କଲେ ରାକ୍ଷସକୁ କିସ ନେବୁ ବର ll ବୃକାସୁର ଏଥେ ମହା ହର୍ଷ ଭର ହୋଇ l କହିଲା…

ଦଶରଥପୁରରେ ବନ୍ୟା

ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତିନୋଟି ପଞ୍ଚାୟତ ଗଭୀର ଭାବରେ ପ୍ରଭାବିତ ହୋଇଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରି ଥିଲେ । ଶ୍ରୀ ପାତ୍ର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଣ୍ଟାପଡା, କସପା ,…

ବନ୍ୟାଜଳ ଛାଡ଼ିବାର ସପ୍ତାହକ ପରେ ଶକ୍ତିପୀଠରେ ପୂଜାପାଇଲେ ମା ଭଟ୍ଟାରିକା

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ। ତେବେ ରବିବାର ଅପରାହ୍ନରେ ମନ୍ଦିରରୁ…

ବନ୍ୟା ପରବର୍ତ୍ତି ପଦକ୍ଷେପ ନେଇ ବିଧାୟକଙ୍କ ସମୀକ୍ଷା ।

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ପ୍ରଭାବିତ ବଡ଼ମ୍ବାର ବ୍ଲକର ସ୍ଥିତି ଓ ପରବର୍ତ୍ତି ପଦକ୍ଷେପ ଉପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ରବିବାର ଏକ ସ୍ୱତନ୍ତ୍ର ବୈଠକରେ ବିଶଦ ଭାବେ ଆଲୋଚନା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ପ୍ରମୁଖ ଗଣମାଧ୍ୟମକୁ ଅନ୍ଧକାରରେ ରଖି ଅନୁଷ୍ଠିତ ଉକ୍ତ…

ଓଡ଼ଗାଁରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ କବି ଲେଖକ ସମ୍ମିଳନୀ ଓ ଆଲୋଚନାଚକ୍ର ।

ଓଡ଼ଗାଁ : ୨୧/୦୮(ନି.ପ୍ର)- ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରଘୁନାଥ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠାନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବିଶାଳ କବି…

ସୋନପୁର କଲେଜ ବ୍ୟାଙ୍କ ଆକାଉଣ୍ଟ ରୁ ୭୦ ଲକ୍ଷ ଟଙ୍କା ଗାଏବ ଘଟଣାରେ ପଶ୍ଚିମବଙ୍ଗରୁ ।୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣା । ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା । ଏନେଇ ସାମ୍ବାଦିକ…

ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬.୮.୨୦୨୨ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥି ପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦ୍ଜିବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ…

ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ

ଓଡିଶା ମୋ ପରିବାର ପକ୍ଷରୁ ଅଗଷ୍ଟ ୨୧ ତାରିଖ ଦିନ ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବରୀ ବିଧାୟିକା ସୁନନ୍ଦା ଦାସ ବିଜୁବାବୁଙ୍କ ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ୍ନ କରି ଏହି ଶିବିରର…

ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ବାଲେଶ୍ବର ଜିଲ୍ଳାରେ ବଡ଼ ଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି ।  …

କିଶନ ନଗର ଥାନା ପ୍ରହରାଜପୁର ଗାଁରେ ଯୁବକ ଙ୍କ ହତ୍ୟା ଘଟଣା କୁ ନେଇ ବଢିଲା ଅସନ୍ତୋଷ

କଟକ: କିଶନ ନଗର ଥାନା ପ୍ରହରାଜପୁର ଗାଁରେ ଯୁବକ ଙ୍କ ଗଳାକାଟି ହତ୍ୟା ଘଟଣା କୁ ନେଇ ବଢିଲା ଅସନ୍ତୋଷ । କିଶନ ନଗର ପୋଲିସ ତଦନ୍ତ ସଠିକ୍ କରିନଥିବା ସନ୍ଦେହ କରି ଗଣ ସଂଗ୍ରାମ ସମିତି ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକରି ହତ୍ୟାକାଣ୍ଡ ଶିକାର ପରିବାର ସହ ଥାନା ସମ୍ମୁଖରେ ଗଣଧାରଣା ବସିଲେ…