ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ୨୯ରେ ଜାତୀୟ ଖେଳ ଦିବସ ପାଇଁ ରାଜ୍ୟସ୍ତରିୟ ମିନିମାରାଥନ ଗଣଦୌଡ ।
ସୁବର୍ଣ୍ଣପୁର: ଆସନ୍ତା ଅଗଷ୍ଟ ୨୯ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ ।ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀମାନେ ସାମିଲ ହେବାକୁ ଥିବାବେଳେ ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏହି ମାରାଥନ ଦୌଡ ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡା ସଂଘ…