ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ଭୁବନେଶ୍ୱର: ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି…

ଗୁରୁ

ଗୁରୁ ସାରଥି ରଥର ଚଳାନ୍ତି ଜୀବନ ପଥ ଧରି ଅଙ୍ଗୁଳି ହାତର । ଗୁରୁ ପଥ ପ୍ରଦର୍ଶକ ଦେଖାନ୍ତି ଜ୍ଞାନର ପଥ ପାଲଟି ଏକ ଦୀପକ । ଗୁରୁ ସ୍ବୟଂ ଭଗବାନ ଦେଇଥାନ୍ତି ଆଶୀର୍ବାଦ ଜୀଇଁବାକୁ ଏ ଜୀବନ । ଗୁରୁ ଚବିଶଙ୍କୁ ମାନି ଶିଷ୍ୟ ସେଇ ଅବଧୂତ ଥିଲେ ହୋଇ ମହାଜ୍ଞାନୀ । ଗୁରୁ ଅଭୟ ପ୍ରଦାତା…

ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।…

ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ବିଗତ ୧୫ ଦିନ ମଧ୍ୟରେ ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ମୋଟ ୧୨୫୪୫ ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ ଜଣଙ୍କୁ ଗାଡ଼ି ଚଳକଙ୍କୁ ଇ-ଚାଲାଣ…

ନଂବରଙ୍ଗପୁର ଜିଲା ସଂସ୍କୃତିବିଭାଗ ଓ ଜିଲ୍ଲାକଳା ସଂସ୍କୃତି ତରଫରୁ ”ନୂଆଖାଈ ଭେଟଘାଟ”

 ନଂବରଙ୍ଗପୁର : ତା ୦୩/୮ ରିଖ ସନିବାର ଦିବା ୧୨ଘ:ସୋମୟରେ ନଂବରଙ୍ଗପୁର ନୂଆବନ୍ଦସାହି ,ସାଈକଲ୍ୟାଣ ମନ୍ ଡୋପ ଠାରେ ଜିଲ୍ଲା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତିକ ବିଭାଗର ଚେରମେନ୍ ତଥା ଜିଲାପାଳଙ୍କ ସଭାପତିତ୍ତରେ ଜିଲ୍ଲାସ୍ଥରିୟ ''କୃଷିଭିତିକ ନୂଆଖାଈ ପର୍ବର ,,ନୂଆଖାଈଭେଟଘାଟର ,,ଆୟଜନ…

ଜୀବନ ଡ଼ଙ୍ଗା

ମନକୁ ଯେତେ ବୁଝାଇଲେ ବୁଝୁନି ଏଇ ମନ କଦାପି ଏମିତି ଜୀବନ ରହି କେତେ ସାମ୍ନା କରୁଥିବ ଭାଗ ଫଳ ଓ ଭାଗ ଶେଷ ଅମିମାଂସିତ ରଖିବାକୁ l ଏ ଜୀବନ ଡଙ୍ଗାରେ ନାଉରୀଟିଏ ସାଜି ଆଶା , ସମ୍ଭାବନାକୁ ଲକ୍ଷ୍ୟକରି ଜୀବନ ସ୍ରୋତ ବଞ୍ଚିବାର ରାହା ବଦଳାଇ ଦେଇପାରେ l ଜୀବନ ଅଛିତ ଦୁଃଖ…

ମହାରାଜ ପରୀକ୍ଷିତଙ୍କ ଜନ୍ମ

କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ ଭୀମ ସିଂହନାଦ କରି ଦୁର୍ଯ୍ୟୋଧନକୁ ଧିକ୍କାରକରି ଆହ୍ୱାନ…

ଜୟ ଗଙ୍ଗାକାଳି

ନମଃ କରାଳ ଵଦନୀ କଙ୍କାଳୀ କରାଳି l କଲିକତା ଅଧିଶ୍ୱରୀ ନମଃ ଗଙ୍ଗା କାଳି ll ଖଡ୍ଗହସ୍ତା ଲୋଳଜିହ୍ୱା ଉନ୍ମୁକ୍ତ ଯୌବନୀ l ମୁକ୍ତକେଶୀ ଚାରୁହାସୀ କରାଳ ଦଶନୀ ll ସୁବର୍ଣ୍ଣରେ ହସ୍ତ, ପାଦ, ସୁବର୍ଣ୍ଣରେ ଜିହ୍ଵା l ଜଗତଜନନୀ ମାଆ ଜୀବେ ରଖୁ ଦୟା ll ଶିବାରୁଢ଼ା ଦିଗାମ୍ବରୀ ମନ୍ଦାରରେ…

“ଗଛ ନୁହେଁ ପଛ”

ରାଧୁଆ ଅଜା ଆଉ ବିମଳା ଆଈ ଦୁଇ ଜଣ ଭାରି ଭଲ ଲୋକ । ତାଙ୍କର କୌଣସି କଥାରେ ଅଭାବ ନଥିଲା । ପିଲାମାନେ ସମସ୍ତେ ପଢ଼ା ସାରି ବିଦେଶରେ ରହୁଥିଲେ ସତ କିନ୍ତୁ ରାଧୁଆ ଅଜା ବିମଳା ଆଈ ଗାଆଁରେ ରହିବାକୁ ବହୁତ ଭଲ ପାଉଥିଲେ । କାରଣ ସହରର କୋଳାହଳ ଚାକଚକ୍ୟ ବାତାବରଣ ତାଙ୍କୁ ଜମାରୁ ଭଲଲାଗେ ନାହିଁ ।…

ନୂଆଖାଇ ଜୁହାର

ଢୋଲ ବାଜେ ଢାଉଁ ଢାଉଁ ବାଜୁଛି ମାଦଳ l ପଶ୍ଚିମ ଓଡିଶା ଆଜି ଆନନ୍ଦେ ଉଦବେଳ ll ଡାଲଖାଇ ନାଚେ ନନୀ କମ୍ପାନ୍ତି ମେଦିନୀ l ଝୋଟି ପକାଉଛେ ଘରେ କୃଷକ ଘରଣୀ ll ନୂଆ ଚାଉଳରେ ଖିରୀ ଜାତି ଜାତି ପିଠା l ମଣ୍ଡା,କାକରା,ଆରିସା,ଏଣ୍ଡୁରୀ, ଗଇଁଠା ll ବିଦେଶୁ ଅଇଲେ ସର୍ବେ ପରଦେଶୀ ଭାଈ l…