ଭାରତ ଯୋଡର ୧୦୦୦ କିଲୋମିଟର ଯାତ୍ରା ପୂରା । ମଂଚରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

କର୍ଣ୍ଣାଟକରେ ଶନିବାର ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରା ଚାଲିଛି ଓ ଶନିବାର ଏହା ୧୦୦୦କିଲୋମିଟର ଯାତ୍ରା ପୂରା କରିଛି ଓ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ବିଜେପିକୁ…

୪୦ ଦିନ ପାଇଁ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଗୁରୁ ରାମ ରହିମ୍‌

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି। ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ସେ ବାଗପାଟ…

ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ। ପ୍ରଥମ ଥର ପାଇଁ ପାକିସ୍ତାନ ବିରୋଧରେ ଆମେରିକାର ଅତି ସଂଗୀନ ଅଭିଯୋଗ ଆଣିଛି। ବିଶ୍ୱରେ ବିପଜ୍ଜନକ ରାଷ୍ଟ୍ରଗୁଡ଼ିକ…

ଗ୍ରାହକଙ୍କ ଠାରୁ ଋଣ ଅସୁଲ କରିପାରିଲେନି, ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ।

ଆନ୍ଧ୍ରପ୍ରଦେଶ  : କାକିନାଡା ଜିଲ୍ଲା ୟନମ୍ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ ଆତ୍ମହତ୍ୟା କରିଛନ୍ତି । ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡା ଘରେ ଖୁସିରେ ରହୁଥିଲେ । ହେଲେ କାଳ ହେଲା ଗ୍ରାହକଙ୍କୁ ଋଣ ଦେବା । ଶ୍ରୀକାନ୍ତ ତାଙ୍କ…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍ ।

ଏମକେସିଜିରୁ ଆସିଲା ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ହୃଦ୍ରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଶିଶୁଙ୍କ ଚିକିତ୍ସା ପାଇଁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନେବା ସମୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ତିନି ଶିଶୁଙ୍କୁ…

ଏଣିକି ହିନ୍ଦୀରେ ଏମ୍‌ବିବିଏସ୍‌ ପାଠ ପଢ଼ିବେ ପିଲା; ୩ଟି ଇଂରାଜି ଡାକ୍ତରୀ ପୁସ୍ତକର ହେଲା ହିନ୍ଦୀ ଅନୁବାଦ

ଭୋପାଳ: ମଧ୍ୟପ୍ରଦେଶର ୧୩ଟି ସରକାରୀ ଡାକ୍ତରୀ କଲେଜ୍‌ରେ ୩ ପ୍ରକାରର ଏମ୍‌ବିବିଏସ୍‌ ବିଷୟବସ୍ତୁ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମେଷ୍ଟ୍ରିକୁ ହିନ୍ଦୀରେ ପଢ଼ାଯିବ। ବର୍ତ୍ତମାନ ଏହା କେବଳ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ।  ଆସନ୍ତାକାଲି ଭୋପାଳଠାରେ ଇଂରାଜୀରୁ…

ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

କିସ୍ତାନରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା । ବାଲୋଚିସ୍ତାନର ଖାରନର ଏକ ମସଜିଦ୍ ବାହାରେ ବାଲୋଚିସ୍ତାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହମ୍ମଦ ନୁର ମେସକାନଜାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମହମ୍ମଦ ନୁର ମସଜିଦ୍ ବାହାରେ ଛିଡ଼ା ହୋଇଥିବାବେଳେ ଜମେ…

ଜୟନ୍ତୀ ଅବସରରେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଳୀ :  ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ…

ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଘୋଷଣା- ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ,…

କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ବାସୀଙ୍କୁ ବାର୍ତ୍ତା ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ…