ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

ଭୁବନେଶ୍ୱର : ସରକାରୀ ଯୋଜନାର ସୁବିଧାରୁ କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ଏବଂ ଜନସାଧାରଣଙ୍କ ଦୁଆରମୁହଁରେ ସରକାରୀ ସେବା ପହଞ୍ଚିପାରିବ, ସେଥିପାଇଁ ରାଜ୍ୟ ସରକାର ଏକ ବୃହତ୍ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ…

ଆଦିବାସୀ ଧର୍ମପୀଠରେ ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ : ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା…

କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

ଗଜପତି:୨୮/୬: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ର ବୁଦୁରା ଗ୍ରାମ ଠାରେ ଏକ ଅତ୍ୟାଧୁନିକ କମୁନିଟି ହଲ ତଥା କୋଠ ଗୃହ ର ଶୁଭ ଉଦଘାଟନ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ହୋଇଯାଇଛି, ଏହି କୋଠ ଗୃହ ପାଇଁ ବିଗତ ସରକାର ଙ୍କ ଅନୁଦାନ ରେ ନିର୍ମାଣ ହୋଇଥିଲା, ଏହି କୋଠ ଗୃହ…

ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ତିନୋଟି ମନ୍ଦିର ପ୍ରତିଷ୍ଠା,ଗ୍ରାମରେ ଧାର୍ମିକ ଭାବନା ବୃଦ୍ଧି..

ଗଜପତି(୨୦.୬.୨୦୨୬)–ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବର ସହ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ଦୁଇ ଗ୍ରାମର ବାସିନ୍ଦା ଅଞ୍ଚଳ ର ସମସ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ପାଛୋଟି ନେଉଥିବା ଦେଖିବାକୁ ମିଳୁଛି।…

ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ।

ଆର, ଉଦୟଗିରି:୧୯/୬:ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ପର୍ଯ୍ୟଟନ ସ୍ଥଳୀରେ ଏକ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ରକ୍ଷା କରିବା ସହ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଉକ୍ତ…

ତିଖିରି ସରପଞ୍ଚ ଚାମେଲୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଜପତି ସରପଞ୍ଚ ସଂଘ ତରଫରୁ ଧାରଣା ଓ ବିକ୍ଷୋଭ

ଗଜପତି,୧୯.୬-:ଗଜପତି ଜିଲ୍ଲା ସରପଞ୍ଚ ସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲାର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ଯବହାର ଏବଂ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଜମ୍ମୁରେ ଶହୀଦ ହୋଇଥିବା ଗଜପତିର ଯବାନ ଦେବେନ୍ଦ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଅନ୍ତେଷ୍ଟିକ୍ରିୟା ସମାପନ…

ଗଜପତି 19/6:ଜାମ୍ମୁରେ କାର୍ଯ୍ୟରତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ ଜବାନ ସହୀଦ ହୋଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଜବାନଙ୍କ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଛି. ସୂଚନାରୁ ପ୍ରକାଶଯେ, ଗଜପତି…

ଉତ୍କଳ ଶିକ୍ଷା ସଂସଦର ବରିଷ୍ଠ ସଦସ୍ୟ ଶ୍ରୀ ଶଶଧର ବାରିକଙ୍କ ପରଲୋକ

କଲକାତା(୨୦ /୬): ଉତ୍କଳ ଶିକ୍ଷା ସଂସଦର ଆଜୀବନ ସଦସ୍ୟ ଏବଂ କାର୍ଯ୍ୟକାରିଣୀ କମିଟିର ବହୁ ବର୍ଷର ସକ୍ରିୟ ସଦସ୍ୟ ଶ୍ରୀ ଶଶଧର ବାରିକ (୭୦)ଙ୍କର ଗତ ୧୮ ଜୁନ ୨୦୨୬ (ଗୁରୁବାର) ସକାଳ ୯ଟାରେ ଭୁବନେଶ୍ୱରସ୍ଥିତ ସୋମ୍ ହସ୍ପିଟାଲରେ ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବ୍ରାହ୍ମଣୀପାଳ ଗ୍ରାମର…

ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା

ଭୁବନେଶ୍ୱର : ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ପାଇଁ ରାଜ୍ୟର ୯ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ,…

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମହାମହିମ। ପ୍ରତିକୂଳ ପାଗ ଯୋଗୁଁଁ ଆକାଶ ବଦଳରେ ସଡକ ପଥରେ ଆସି ପହଞ୍ଚିଲେ।ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପଶ୍ଚିମବଙ୍ଗ…