ହ୍ବାଟସ୍‌ଆପ୍‌ରେ କଲ୍‌ ଲିଙ୍କ୍‌ ପଠାଇହେବ: ୩୨ ଜଣିଆ ଗ୍ରୁପ୍ ଭିଡିଓ କଲ୍‌ କରିହେବ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ବ୍ୟବହାରକାରୀମାନଙ୍କୁ ସର୍ବଦା କିଛି ନୂଆ ସେବା ଓ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରୁଛି। ଏହି କ୍ରମରେ କଂପାନି ପକ୍ଷରୁ କଲ୍ ଲିଙ୍କ୍‌ ଓ ଗ୍ରୁପ୍ ଭିଡିଓ କଲ୍‌ର ପରୀକ୍ଷଣ କରାଯାଉଛି ଯାହା ଖୁବ୍‌ଶୀଘ୍ର ଲୋକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ। ଲୋକମାନେ…

୪ ମାସ ହେଲା ୧୦୩ରେ ଅଟକିଛି ପେଟ୍ରୋଲ୍, ଲାଭ ପାଇବାରୁ ଗ୍ରାହକ ବଞ୍ଚିତ

ନୂଆଦିଲ୍ଲୀ: ଯେଉଁ ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ ଓ ଡିଜେଲ୍ ପ୍ରସ୍ତୁତ କରାଯାଉଛି ତାହାର ବ୍ୟାରେଲ ପିଛା ଦାମ୍ ୮୦ ଡଲାର ତଳକୁ ଖସିଲାଣି। ସେହି ଅନୁସାରେ ବିଶ୍ବର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଉଛି। କିନ୍ତୁ ଭାରତରେ ତାହାର କୌଣସି ପ୍ରଭାବ ଦେଖିବାକୁ…

କୋହଲି-ରୋହିତଙ୍କ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତ ରବିବାର ହାଇଦ୍ରାବାଦରେ ତୃତୀୟ ତଥା ଶେ‌ଷ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ଶୃଙ୍ଖଳା ୨-୧ରେ କବ୍‌ଜା କରିଥିଲା। ଶୃଙ୍ଖଳାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ସମ୍ମୁଖରେ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ଡାନିଏଲ୍‌ ସାମ୍ସଙ୍କୁ ପାଣ୍ଡ୍ୟା ଚୌକା ମାରି…

କଟକରେ ନକଲି ଔଷଧ କାରବାର ମାମଲା: ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି

କଟକ: କଟକରେ ନକଲି ଔଷଧ କାରବାର ମାମଲାରେ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ କହିଛନ୍ତି, ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ।୫…

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା ହାଜର ହୋଇଛନ୍ତି। ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ପୂର୍ବରୁ…

ବରି‌ଷ୍ଠ ବଲିଉଡ୍‌ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ର ବରି‌ଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ। ହିନ୍ଦୀ ସିନେମାରେ ତାଙ୍କର ଯୋଗଦାନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯିବ। ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍‌ ମିଡିଆରେ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ…

ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ ଲଳିତ ମୋହନ ପଣ୍ଡା

ଭୁବନେଶ୍ବର: ଓଡ଼ିଶାର ଗାଇଡ ଲଳିତ ମୋହନ ପଣ୍ଡା ଆଜି ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଆୟୋଜନରେ ଆଜି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଲଳିତଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ୨୦୧୮-୧୯…

ଦେଶରେ ୨୪ ଘଣ୍ଟାରେ ୩,୨୩୦ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି  ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫,…

ଏସସିବିରେ ପିଲା ଚୋରି ଘଟଣା: ମହିଳାଙ୍କ ସମେତ ଦୁଇ ଅଟକ

କଟକ: କଟକ ବଡ଼ ଡ଼ାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସହ ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହା ସହ ମହିଳାଜଣକ ଦାବି କରୁଥିବା ପୁତ୍ର…

ତପନ ଚାନ୍ଦଙ୍କୁ ଓଡ଼ିଶା ବିସନେସ୍ ଲିଡରସିପ ଆୱାର୍ଡ

ଭୁବନେଶ୍ବର: ପ୍ରତ୍ୟେକ ରାଜ୍ୟର ବିକାଶରେ କିଛି ବ୍ୟବସାୟୀଙ୍କ ହାତ ରହିଥାଏ । ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜକଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି । ସେମିତି ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନୀତ କରିବାକୁ ନ୍ୟୁଜ ୧୮ ଓଡିଆ ଏକ ବଡ ପ୍ଲାଟଫର୍ମ ସୃଷ୍ଟି…