ସମ୍ପତ୍ତି ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌’

ଅମରାବତୀ: ଶନିବାର ଦିନ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତି ତାଲିକା ପ୍ରକାଶ କରିଛି। ‘ଟିଟିଡି’ କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ…

ଓଡ଼ିଶାରେ ଇନ୍ଦିରା ଗ୍ୟାସର ଏଲ୍‌ପିଜି ସେବା

ଭୁବନେଶ୍ବର: ଦିଲ୍ଲୀଭିତ୍ତିକ ଇନ୍ଦିର ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ଏହାର ଏଲ୍‌ପିଜି ସେବା ଆରମ୍ଭ କରିଛି। ଇନ୍ଦିରା ଗ୍ୟାସ ନାମରେ ଏହା ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରିରେ ପ୍ରତି‌ଷ୍ଠା ହୋଇଥିବା ଏହି କମ୍ପାନି ଡୋମେଷ୍ଟିକ ବର୍ଗରେ ୧୪ କିଗ୍ରା ଏବଂ…

କ୍ରିପ୍ଟୋରେ ରଖୁଛନ୍ତି କଳାଧନ, ନିୟାମକ ସଂସ୍ଥା ନାହିଁ

ଭୁବନେଶ୍ବର: ପୂର୍ବରୁ ଅସାଧୁ ବ୍ୟକ୍ତିମାନେ ସେମାନଙ୍କ କଳାଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ କିମ୍ବା ସୁନା ଓ ଜମି ଭଳି ସଂପତ୍ତି କିଣୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ସେମାନେ ନିଜର ସଂପର୍କୀୟମାନଙ୍କ ମାଧ୍ୟମରେ ବି ଏପ୍ରକାର କାରବାର କରି ସେମାନଙ୍କ…

ଝିଅ ହେବା ପୂର୍ବରୁ ‘ସୁପର ଡ୍ୟାନ୍ସ-୩’ ମଞ୍ଚରେ ଆଲିଆ କହିଥିଲେ ଏଭଳି କଥା

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡ ପ୍ରଶଂସକଙ୍କ ପସନ୍ଦର ଦମ୍ପତି ବୋଲି ଜଣାଶୁଣା। ‘ବ୍ରହ୍ମାସ୍ତ୍ର’ ଭଳି ହିଟ ସିନେମା ଦେଇଥିବା ଏହି ଯୋଡ଼ିଙ୍କୁ ପ୍ରଶଂସକମାନେ ସେବେଠାରୁ ଭଲ ପାଇବା ଦେଉଛନ୍ତି, ଯେବେଠାରୁ ଦୁହେଁ ଡେଟ କରିବା ଆରମ୍ଭ କରିଛନ୍ତି। ବିବାହର ୭ମାସ ପରେ  ବଲିଉଡ…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି

ନୂଆଦିଲ୍ଲୀ: ଶନିବାର ଦିନ ଗ୍ରେଟର୍‌ ନଏଡ଼ାର ‘ଇଣ୍ଡିଆ ଏକ୍‌ସ୍‌ପୋ ମାର୍ଟ’ର ‘ଜଳ ସପ୍ତାହ କାର୍ଯ୍ୟକ୍ରମ’ର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି।…

ଚର୍ଚ୍ଚାରେ କାର୍ତ୍ତିକ ଆରୟନ୍‌ ଓ କିଆରା ଆଡ୍‌ଭାନୀ

ବଲିଉଡ୍‌ରେ ଏବେ ଚର୍ଚ୍ଚାରେ କାର୍ତ୍ତିକ ଆରୟନ୍‌ ଓ କିଆରା ଆଡ୍‌ଭାନୀ। କିଏ ରକେଟ୍‌ରେ ଉଡୁଛି ତ କି ବିମାନରେ, ଆଉ କିଏ ଅଡ୍ଡି ଓ ବିଏମ୍‌ଡବ୍ଲୁ ଭଳି ଦାମୀ ଚାରିଚକିଆରେ। ହେଲେ କାର୍ତ୍ତିକ ଓ କିଆରାଙ୍କ ଭଳି ଆଗଧାଡ଼ିର କଳାକାର ଯେ ବାଇକ୍‌ରେ ବସି ବୁଲିବେ, ଏକଥା ବିଶ୍ବାସ ହେଉନି। କଥାଟା…

କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…

ବାଟବଣା ହେଉଛି କୃଷି ଯୋଜନା

ଭୁବନେଶ୍ବର : କେବଳ ରାଜ୍ୟ ନୁହେଁ କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି। ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ବ୍ୟୟ ବରାଦ କରାଯାଉଛି, ହେଲେ ଏ ଅର୍ଥ ଠିକ୍ ସମୟରେ ଆସୁନାହିଁ। ଏଣୁ ଅର୍ଥ ଖର୍ଚ୍ଚରେ ସମସ୍ୟା ସୃଷ୍ଟି ହେଉଛି। ଜଣାପଡ଼ିଛି ଯେ ତିନି ବର୍ଷ ମଧ୍ୟରେ…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…