ଟି-୨୦ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିଣି ପାକିସ୍ତାନ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଇଂଲଣ୍ଡ୍‌

ମେଲ୍‌ବର୍ଣ୍ଣ: ଆଜି ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ କ୍ରି‌କେଟ୍‌ ଗ୍ରାଉଣ୍ଡ୍‌ରେ ଆୟୋଜିତ ‘ଟି-୨୦ ବିଶ୍ବକପ୍‌’ ଫାଇନାଲ୍‌ରେ ଟସ୍‌ ଜିଣିବା ପରେ ଇଂଲଣ୍ଡ୍‌ ପ୍ରଥମେ ବୋଲିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭର୍‌ରେ ପାକସ୍ତାନ ୮ ରନ୍‌ କରି ଖେଳୁଛି। ପାକିସ୍ତାନ ତରଫରୁ…

ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା: ବିଷୟବସ୍ତୁ ‘ବିଶ୍ଵଗୁରୁ ଭାରତ’

ଭୁବନେଶ୍ବର: ଆଜି ଅନୁଷ୍ଠିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ। ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା ‘କଲେଜ ଅଫ ଏଗ୍ରିକଲଚର’ ପରୀକ୍ଷା କକ୍ଷରେ ଏହି ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସକାଳ ୧୧ଟା ୩୦ରେ…

ନିର୍ବାଚନୀ ଇତିହାସରେ ପଦ୍ମପୁର: କିଏ କେବେ ଜିତିଲେ

ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍‌ଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଂଚଳ। ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼…

ବିଜୁଳି ଟାୱାର୍‌ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ‘ଏମ୍‌ସିଡି’ ନିର୍ବାଚନ ଟିକେଟରୁ ବଞ୍ଚିତ ପୂର୍ବତନ ‘ଆପ୍‌’…

ନୂଆଦିଲ୍ଲୀ: ଦଳର ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ର ପୂର୍ବତନ କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ ଆଜି ଦିଲ୍ଲୀସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ୍‌ ସମ୍ମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ତାର ଟଣାଯାଇଥିବା ବିଜୁଳି…

ବୈଦେଶିକ ମୁଦ୍ରା ଭଣ୍ଡାର ସାଜସଜ୍ଜା ପାଇଁ ରଖାଯାଇନି

ନୂଆଦିଲ୍ଲୀ: ଟଙ୍କା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ବୈଦେଶିକ ମୁଦ୍ରା ଭଣ୍ଡାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତ୍ୟଧିକ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ…

ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡ-ପାକିସ୍ତାନ ଫାଇନାଲ୍‌ ଆଜି

ମେଲବର୍ଣ୍ଣ: ୪ ସପ୍ତାହ ଧରି ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍ ମ୍ୟାଚ୍‌ ରବିବାର ଖେଳାଯିବ। ଟ୍ବେଣ୍ଟି-୨୦ ଫର୍ମାଟ୍‌ର ଦୁଇ ବଡ଼ ଦଳ ଇଂଲଣ୍ଡ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ଏହି ସ୍ବପ୍ନର ଫାଇନାଲ୍‌ରେ। ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମ୍‌ ବି…

ଆଜି ୮୦୦ ତଳେ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ; ୧୩୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୮୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି ବୃଦ୍ଧି ପାଇ ଥିଲେ ବି ୧୩୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ…

୧୮ ବର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନ ବନ୍ଦର’ରେ ବାସ କରୁଥିବା ଇରାନୀୟ ବ୍ୟକ୍ତିଙ୍କ ଦେହାନ୍ତ

ପ୍ୟାରିସ୍‌: ବାସଭବନ ବୋଲି କହି ଦୀର୍ଘ ୧୮ ବ‌ର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନବନ୍ଦର’ରେ ବାସ କରୁଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ‘ଦି ଟର୍ମିନାଲ୍‌’ ଶୀର୍ଷକ ଷ୍ଟଭେନ୍‌ ସ୍ପିଲ୍‌ବର୍ଗଙ୍କ…

ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ

ଅଡ଼ବା: ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଅଡ଼ବା…

ଗୋଶାଳା- ମୁଣ୍ଡୋଘାଟ ରାସ୍ତାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ଯା ସନ୍ଦେହ

ବୁର୍ଲା: ସମ୍ବଲପୁର ଜିଲ୍ଲା ଗୋଶାଳା- ମୁଣ୍ଡୋଘାଟ ରାସ୍ତା ମାଏଁ ଫୁଡ୍ ଡାଏରୀ ପାଖରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ଯକ୍ତିଜଣକ ସନ୍ତୋଷ ଖମାରୀ ବୋଲି ଜଣାପଡ଼ିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ଯା ସନ୍ଦେହ କରୁଛି ପୁଲିସ। ସେ ପଡ଼ିଥିବା ସ୍ଥାନରେ ମୁଁହରୁ କିଛି ରକ୍ତ ବାହାରିଥିବା…