ଆଜି ଶିଶୁ ଦିବସ: ଦାରୁଣ ଶୈଶବ, ଅନିଶ୍ଚିତ ଭବିଷ୍ୟତ

ପୁରୀ : କୁହାଯାଏ, ଶିଶୁ ମାଟି ପିଣ୍ଡୁଳା ସଦୃଶ। ‌ତାକୁ ଯେମିତି ଗଢ଼ିବ, ସେ ସେମିତି ଗଢ଼ି ହେବ। ମାତ୍ର ପାରିବାରିକ ଅବହେଳା ଓ ଅଭାବ କିଛି ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। କୋମଳମତୀ ଶିଶୁମାନଙ୍କୁ କିଛି ମହିଳା କୋଳରେ ଧରି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଛନ୍ତି।…

ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ‘ଏନ୍‌ସିପି’ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁରେ ମାମଲା

ଥାନେ: ଥାନେରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ‘ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ତଥା ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଟୁଇଟ୍‌ କରି ଆହ୍ବାଡ଼ କହିଛନ୍ତି ଯେ, ସେ ବିଧାୟକ ପଦରୁ…

ଭିଜିଲାନ୍ସ ଜାଲରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ: ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉଜଣେ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ,…

ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନୂଆପଡ଼ା ଗସ୍ତ କରିଛନ୍ତି। ଆଜି ସକାଳ ୮ଟା ୪୦ରେ ପୁରୀ-ଦୁର୍ଗ ଇଟରସିଟିରେ ନୂଆପଡ଼ା ରେଳଷ୍ଟେସନରେ ପହଞ୍ଚିଛନ୍ତି। ପରେ ଷ୍ଟେସନଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା…

ହ୍ବାଇଟ୍‌ ହାଉସ୍‌ରେ ବାହା ହେବେ ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି

ୱାସିଂଟନ୍‌: ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି ବାଇଡେନ୍‌ ୟୁନିଭର୍ସିଟି ଅଫ୍ ପେନ୍‌ସିଲ୍‌ଭେନିଆର ଆଇନ ସ୍ନାତକ ପିଟର୍‌ ନିଲ୍‌ଙ୍କୁ ବିବାହ କରିବେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍‌…

କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳାକନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ…

କମିସନ୍‌ ନ ଦେଇ ଉତ୍ତରାଖଣ୍ଡରେ କିଛି କରାଇ ହୁଏନାହିଁ: ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍‌

ନୂଆଦିଲ୍ଲୀ: କମିସନ୍‌ ନ ଦେଇ ଉତ୍ତରାଖଣ୍ଡରେ କିଛି କରାଇ ହୁଏନାହିଁ ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମ୍ପ୍ରତି ସାଂସଦ ଥିବା ତୀରଥ ସିଂହ ରାୱତ୍‌ କହିଛନ୍ତି। ସତ ବୋଲି ଜଣାପଡୁଥିବା ଗୋଟାଏ ଭିଡିଓରେ ରାୱତ୍‌ ରାଜ୍ୟରେ ଚାଲିଥିବା ‘କମିସନ୍‌ଖୋରୀ’ ବିଷୟରେ ଅଭିଯୋଗ…

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ: ଏଏସଆଇ ପକ୍ଷରୁ ମରାମତି କାମ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ ସୃଷ୍ଟି ହୋଇଥିବାର ଖବର ମିଳିଛି।  ଭିତର ପାର୍ଶ୍ଵରେ ବି ଅନେକ ଫାଟ ଦେଖିବାକୁ ମିଳୁଛି। ଏହାର ମରାମତି ଲାଗି ଏଏସଆଇ ପକ୍ଷରୁ ସିଂହଦ୍ୱାରରେ କାମ ଆରମ୍ଭ ହୋଇଛି। ଏହି କାରଣରୁ  ସିଂହଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।…

ରେଳଧାରଣାରେ ବିସ୍ଫୋରଣ: ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଦ ରହିଛି ରେଳ ଚଳାଚଳ

ଉଦୟପୁର: ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି | ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାର୍ପଣ ହୋଇଥିବା ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଶନିବାର ରାତିରେ ବିସ୍ଫୋରଣ ହୋଇଛି | ମିଳିଥିବା ସୂଚନା ମୁତାବକ ରେଳ…

ମାଲିପଦର ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଘଟଣା: ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।…