ଅଭିନବ ପ୍ରତିବାଦ: କାନ ଧରି ଆଣ୍ଠେଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ

ଭୁବନେଶ୍ବର: ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍ମଚାରୀମାନେ କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ…

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…

ଆଜି ଦେଶରେ ୩୪୭ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୩ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସାଢ଼େ ପ୍ରାୟ ସାଢ଼େ ୫ ହଜାର ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…

ଭାରସାମ୍ୟ ହରାଇ ବାଇକରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୁନେଇତାଣ୍ଡି ଠାରେ ଭାରସାମ୍ୟ ହରାଇ ଏକ ବାଇକରୁ ପଡ଼ି ଜଣେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଯୁବକଜଣକ ବାଇକରେ ଘରକୁ ଫେରୁଥିବା…

ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ

ନୂଆଦିଲ୍ଳୀ: ଆପଣ କେବେ କୌଣସି କୃଷକଙ୍କ ପତ୍ନୀଙ୍କୁ ମଡେଲିଂ କରୁଥିବାର ଦେଖିଛନ୍ତି? କୃଷକ କହିଲେ ଆମ ଆଖି ସାମ୍ନାକୁ ଜଣେ ଗରିବ ଲୋକର ପ୍ରତିଛବି ଆସି ଯାଇଥାଏ। କୃଷକଙ୍କ ପତ୍ନୀ କହିଲେ ଆମେ ଜାଣନ୍ତି ଘରେ ରହି ନିଜ ସ୍ବାମୀଙ୍କୁ ମାନିସିକ ଭାବେ ସହଯୋଗ କରୁଥିବା ଜଣେ ପତ୍ନୀ। ମାତ୍ର ଆମେ…

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ…

ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥର ପୁଣି ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନାଯୋ‌ଗ୍ୟ, ଆଜି ବିଧାନସଭାର ଶୀତକାଳୀନ…

ହିତକାରୀ ମହୁ

ଆମ ପ୍ରାଣୀଜଗତର ଏକ ଅଦ୍ଭୁତ ଗୁଣସଂପନ୍ନ ପତଙ୍ଗ ହେଉଛି ମହୁମାଛି। ଏହାଦ୍ୱାରା ସଂଗୃହୀତ ମହୁ ଇତିହାସହୀନ କାଳରୁ ଆମଦ୍ୱାରା ବ୍ୟବହୃତ ହୋଇ ଆସୁଛି। ଠାକୁରଙ୍କ ପୂଜାରେ ବ୍ୟବହୃତ ପଞ୍ଚାମୃତ ହେଉ, କିମ୍ବା ଆମ ଖାଦ୍ୟକୁ ସ୍ୱାଦିଷ୍ଠ କରିବାପାଇଁ ହେଉ, ମହୁ ସବୁବେଳେ ଲୋଡ଼ା ହୋଇଥାଏ। କୁହାଯାଏ, ମହୁ…

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ…

୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବାକୁ ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ…

ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା…