ସାବତ ଝିଅକୁ ବାକ୍ସ ଭିତରେ ପୂରାଇ ତାଲା ପକାଇଥିଲେ ଗର୍ଭବତୀ ଥିବା ମହିଳା, ସତ ବାହାରକଲା ପୁଲିସ୍‌

ମୁଜାଫର୍‌ନଗର: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚେ‌ାରି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଘଟୁଛି ଶହ ଶହ ଅପରାଧ। ଉତ୍ତରପ୍ରଦେଶର ମୁଜାଫର୍‌ନଗରରୁ ରିପୋର୍ଟ ହୋଇଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜର…

ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

ଚେନ୍ନାଇ:  ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌ ଭିତରେ ଜଣେ ମଦ୍ୟପ ନିଶାରେ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମଦ୍ୟପ ଜଣକ ମହିଳାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ସୋମବାର…

୧୫୦ଟି ଦମକଳ ଗାଡି ମୁତୟନ ହେବା ସତ୍ତ୍ବେ ବି ୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲାଗିବା ହେତୁ ଧୁଆଁ ଚାରିଆଡେ ଭରି ଯାଇଛି। ନିଆଁ ଲାଗିବା ପର ଠାରୁ ଏହାକୁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଛି। ଏହା ସତ୍ତ୍ବେ ବି ନିଆଁ ଏଯାଏଁ ଆୟତ୍ତକୁ ଆସି ପାରି…

ଶୂନ୍ୟକାଳରେ ଉଠିଲା ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ: ପରସ୍ପରକୁ କଟାକ୍ଷ କଲେ ଶାସକ-ବିରୋଧୀ

ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ। ଶିକ୍ଷକଙ୍କ ସହ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ଉଠାଇଲେ ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱର ଅଚଳ, ଆମ୍ବୁଲାନ୍ସ…

ଜଳେଶ୍ବରରେ ରିଲିଫ୍‌ କେଳେଙ୍କାରୀ: ବନ୍ୟାପୀଡ଼ିତଙ୍କ ଟଙ୍କା ଖାଇଗଲେ!

ଜଳେଶ୍ବର: ଅଗଷ୍ଟ ମାସ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏହି ବନ୍ୟା ରିଲିଫ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଆଜି ଜଳେଶ୍ବର ବ୍ଲକ୍‌ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ନିକଟରେ ପାଇକସିଦା ପଞ୍ଚାୟତର…

ପୁଲୱାମା ଆକ୍ରମଣ : ଜୈଶ-ଏ-ମହମ୍ମଦ ଷଡ଼ଯନ୍ତ୍ର ମାମଲାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କିତ ଏକ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ୬ ଜଣଙ୍କୁ ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି । ସେହି ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ…

ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌ ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

ନୂଆଦିଲ୍ଳୀ: ଫେସ୍‌ବୁକ୍‌ ଓ ଇନ୍‌ଷଷ୍ଟାଗ୍ରାମ୍‌ ପରେ ଏବେ ଜିଓ ସିମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଜିଓ ବ୍ୟବହାରକାରୀମାନେ କଲ୍‌ କିମ୍ବା ମେସେଜ୍‌ ପଠାଇ ନପାରି ଅସୁବିଧାର ସମ୍ମୁ୍ଖୀନ ହେବା ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଜି ସକାଳୁ ଏପରି…

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ  ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ…

ଆବାସ କାର୍ଯ୍ୟାଦେଶ ଦେଇ ଦିବ୍ୟାଙ୍ଗଙ୍କୁ ଠକିଦେଲା ପ୍ରଶାସନ; ଅଗ୍ରିମ ପାଇଁ ଲାଞ୍ଚ ଦାବି ଅଭିଯୋଗ, ଜିଲ୍ଲାପାଳଙ୍କୁ…

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ରେ ସରକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି। ତଳତଳିଆ କର୍ମଚାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। ଆଉ ଲାଞ୍ଚ ଦେଇ ନପାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିଦେଉଛନ୍ତି। ଚାନ୍ଦପୁର ପଞ୍ଚାୟତ ଡଭାର…

ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

ଯାଜପୁର : କେନ୍ଦୁଝର ରୋଇଡ଼ା ଖଣିରୁ ବେଆଇନ୍ ଭାବେ ମାତ୍ରାଧିକ ଖନନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ଜରିମାନା ନଦେବାରୁ ମୋସ୍କୋ କମ୍ପାନି ଚାଲିବା ପାଇଁ ଅନୁମତି (ସିଟିଓ) ମିଳିଲାନାହିଁ। ମାତ୍ର, କମ୍ପାନିର ବେଆଇନ୍ କାରବାର ପାଇଁ ଶହଶହ ପରିବାର ଏବେ ହିନସ୍ତା ହେଉଛନ୍ତି। କଳିଙ୍ଗନଗରସ୍ଥିତ…