ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି କେନ୍ଦ୍ର…

ପୁଲିସ୍ କବଜାରେ ଇରାନୀ ଗ୍ୟାଙ୍ଗ: ୫ ବାଇକ ଓ ୧୭ଟି ସୁନା ଚେନ ଜବତ

ଭୁବନେଶ୍ୱର: ସ୍ପେସାଲ ସ୍କ୍ବାଡ୍ ହାତରେ ଇରାନୀ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରିଛି ପୁଲିସ। ଆନ୍ଧ୍ର ପୁଲିସ ଏମାନଙ୍କୁ ଗତ ଛଅ ମାସ ହେଲା ଖୋଜୁଥିଲା। କେବଳ କମିସନରେଟ ପୁଲିସ ଅଞ୍ଚଳରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହାଛଡ଼ା ଅନୁଗୁଳ,…

ପ୍ରବୀଣ ଶିକ୍ଷକ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ଗତ ଜାନୁଆରୀ ୩ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ପ୍ରବୀଣ ଶିକ୍ଷକ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କର ୯୨ ବର୍ଷରେ ପରଲୋକ ହୋଇଯାଇଛି । ସେ ନିମୋନିଆରେ ପୀଡ଼ିତ ଥିଲେ । ସେ ତାଙ୍କର କର୍ମମୟ ଜୀବନ ଭଦ୍ରକ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମ ଅଡ଼ାଳପଙ୍କରୁ ଆରମ୍ଭ କରିଥିଲେ ।…

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ: ବହୁଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନିମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି। ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ…

ଦୁଷ୍କର୍ମକାରୀ, ଗ୍ୟାଙ୍ଗଷ୍ଟରଙ୍କୁ ଲଣ୍ଡା କରି ବଜାରରେ ବୁଲାଯିବା ଉଚିତ୍ : ଗେହଲୋଟ୍

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅପରାଧୀମାନଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ଦିନ ଗେହଲଟ କହିଛନ୍ତି ଯେ ଯଦି ମୋ ହାତରେ ଥାଆନ୍ତା, ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କେଶ କାଟି ଦେବି ଏବଂ ଲଣ୍ଡାକରି ବଜାରରେ ବୁଲାଇବି । “ମୁଁ ମଧ୍ୟ ଏହା କରିବାକୁ …

ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀ‌ରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ ଦ୍ବୈତନଗରୀ ଭୁବନେଶ୍ବର…

ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍‌ ମୃତ

ଭୋପାଳ: ଆଜି ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ରେୱା ଚୌରାହାଟରେ ଗୋଟାଏ ବିମାନ ଏକ ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି। ସଂଗୃହୀତ ସୂଚନା ଅନୁସାରେ, ଜଣେ ପାଇଲଟ୍‌ ଓ ଜଣେ ଟ୍ରେନି ଥିବା ଉକ୍ତ ଘରୋଇ ପାଇଲଟ୍‌ ପ୍ରଶିକ୍ଷଣ କମ୍ପାନିର ବିମାନଟି…

ମୁମ୍ବାଇରେ ବଲିଉଡ୍‌ ସେଲିବ୍ରେଟିମାନଙ୍କୁ ଭେଟି ଉତ୍ତର ପ୍ରଦେଶରେ ଫିଲ୍ମ୍‌ ସୁଟିଙ୍ଗ୍‌ କରିବାକୁ କହିଲେ ଯୋଗୀ…

ମୁମ୍ବାଇ: ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ପାଇଁ ଅନୁକୂଳ ରାଜ୍ୟ ବୋଲି କହି ତାହାକୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର କରିବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ମନୋରଞ୍ଜନ ଶିଳ୍ପର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କହିଛନ୍ତି। ମୁମ୍ବାଇରେ ବଲିଉଡ୍‌ ସଦସ୍ୟମାନଙ୍କ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁକୁ ଜବତ କଲା ଇଡି

ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା। ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି। ଏ ନେଇ ପୂର୍ବରୁ…

ଋଷଭ ଭର୍ତ୍ତି ହୋଇଥିବା ହସ୍ପିଟାଲ୍‌ର ଫଟୋ କାହିଁକି ସେୟାର୍‌ କଲେ ଉର୍ବଶୀ? ହେଲେ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥ‌ରେ କ୍ରିକେଟ୍‌ ତାରକା ଋଷଭ ପନ୍ଥଙ୍କ କାରଣରୁ ଲାଇମ୍‌ଲାଇଟ୍‌ରେ ରହିଛନ୍ତି। ଇର୍ବଶୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ର ଏକ ଫଟୋ ସେୟାର୍‌ କରିଛନ୍ତି। ଏହି ଫଟୋକୁ…