ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ , ପ୍ରତିଭାଧାରୀ ପୁରସ୍କୃତ, ଶେଷ ସନ୍ଧ୍ୟାରେ ଝଲସିଲା ସତ୍ଯନାରାୟଣ ସ୍ମୃତି…
ବୁଗୁଡା : ତା ୧୦/୦୨/୨୬ ( ଡ. କୁମୁଦ ଚନ୍ଦ୍ର ବେହେରା): ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପର୍ବ "ବୁଦ୍ଧଖୋଲ ମହୋତ୍ସବ" ଉଦଯାପିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ଯରେ…