ଭୁବନେଶ୍ବର: ରାଜ୍ୟରେ ଧାନକିଣା ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ କରିବାକୁ ଆଜି ମିଲର୍ସଙ୍କ ସହ ସରକାର ବୈଠକ ଡାକିଛନ୍ତି। ଆଜି ପୂର୍ବାହ୍ଣ ୧୦ଟା ୩୦ରେ ଲୋକସେବା ଭବନ ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ନିଖିଳ ଓଡ଼ିଶା ଚାଉଳ ମିଲର୍ସ ସଂଘର କର୍ମକର୍ତ୍ତାଙ୍କ ସହ ଏକ ବୈଠକ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସଂଘର ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Comments are closed.