ଯୁଧିଷ୍ଠିରଙ୍କ ରକ୍ତ

ପାଣ୍ଡଵମାନଙ୍କର ଅଜ୍ଞାତ ବାସର ଅନ୍ତିମ ସମୟ l ପୂରିବାକୁ ଆଉ ମାତ୍ର ତେରଦିନ ବାକି ରହିଥାଏ l ସେମାନେ ଛଦ୍ମ ନାମ ଏବଂ ଛଦ୍ମ ବେଶରେ ମତ୍ସ୍ୟ ଦେଶରେ ବିରାଟ ରାଜଙ୍କ ଦରବାରରେ ଅବସ୍ଥାନ କରୁଥାନ୍ତି l ଦୁର୍ଯ୍ୟୋଧନ ଇଆଡ଼େ ଲାଗି ପଡ଼ିଥାନ୍ତି ପାଣ୍ଡଵ ମାନଙ୍କୁ ଖୋଜିବାରେ l କାରଣ ସେମାନେ ଧରା…

୧୮ ମାସ ପରେ ଗିରଫ ହେଲେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା କେରଳୀ ବ୍ୟକ୍ତି

ଏର୍ଣ୍ଣାକୁଲମ୍‌: ପ୍ରାୟ ଦ‌େଢ଼ ବର୍ଷ ତଳେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା ଜଣେ କେରଳୀ ବ୍ୟକ୍ତିଙ୍କୁ ନରକ୍କଲ୍‌ ପୁଲିସ ଗୁରୁବାର ଦିନ ଗିରଫ କରିବା ସହିତ ଶବ ପୋତା ଯାଇଥିବା ସ୍ଥାନ ଚିହ୍ନଟ କରି ଦେହାବଶେଷ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ, ନରକ୍କଲ୍‌ନିବାସୀ…

ପିକଅପ ଭ୍ୟାନ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ଡ୍ରାଇଭର୍

ଵ୍ରହ୍ମପୁର: ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଛକରେ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ି ଚଳାଉଥିବା ବେଳେ  ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା।  ଏହି ବେପରୁଆ ଗାଡ଼ି ଚାଳନା ନେଇଯାଇଥିଲା ସ୍କୁଟି…

ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ରହିତାଦେଶ ଜାରି କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟରେ ଅବସ୍ଥିତ ନନ୍ଦୀ ପର୍ବତର ପାଦଦେଶରେ ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ବୁଧବାର ଦିନ କର୍ଣ୍ଣାଟକ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ସାମୟିକ ରହିତାଦେଶ ଜାରି କରିବା ସହିତ ଏହି ମାମଲାରେ ଅଦାଲତ ରାଜ୍ୟ ସରକାର, ଯୋଗ…

ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି: ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି। ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ,…

ଭକ୍ତିର ଶକ୍ତି

ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟ ଜୀବନର ଗୋଟିଏ ଘଟଣା l ବାଲ୍ୟକାଳରେ ସ୍ୱାମୀଜୀଙ୍କ ନାମ ଥିଲା ନରେନ୍ଦ୍ର l ଶ୍ରଦ୍ଧାରେ ସଭିଏଁ ଡାକୁଥିଲେ ନରେନ l ନରେନ ଛାତ୍ର ଥିବା ବେଳେ ତାଙ୍କୁ ଜଣେ ସଂସ୍କୃତ ପଣ୍ଡିତ ସଂସ୍କୃତ ଶିକ୍ଷାଦେଉଥିଲେ l ନାମ ତାଙ୍କର ପଣ୍ଡିତ ଶିବରାମ l ସେ ଥିଲେ ଜଣେ ଶିବଭକ୍ତ ଓ…

ଆଶ୍ରମ ନାମେ ବଦରିକା

ଭାରତର ଦେବ ଭୂମି ଉତ୍ତରାଖଣ୍ଡ l ଉତ୍ତୁଙ୍ଗ ଗିରି ମନୋରମ ହିମାଳୟ ଶୈଳ ଶ୍ରେଣୀର କୋଳରେ ଅବସ୍ଥିତ ଏହି ରାଜ୍ୟରେ ରହିଛି, ଅସଂଖ୍ୟ ଦେବ ପୀଠ l ଆକାଶ ଛୁଆଁ ପର୍ବତ, ଗିରି ଶୃଙ୍ଗ, ଗହନ ବନାନୀ, ମନୋରମ ଉପତ୍ୟକା, ଶତ ଶତ ନଦୀ ଓ ଝରଣାକୁ ନେଇ ଗଠିତ ଏହି ଦେବଭୂମି l ଏହି ଅଞ୍ଚଳରେ ସମୁଦ୍ର ପତ୍ତନ…

ବ୍ରିଟିସ୍‌ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମକୁ ଇତିହାସ ବହିରେ ଉପଯୁକ୍ତ ସ୍ବୀକୃତି ଦିଆ ଯାଇନାହିଁ: ଅମିତ ଶାହ

ନୂଆଦିଲ୍ଲୀ: ବ୍ରିଟିସ୍‌ ବିରୁଦ୍ଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମ ଯେଉଁ ଦେଶପ୍ରେମ ବହ୍ନି ପ୍ରଜ୍ଜ୍ବଳନ କରିଥିଲା ତାହାକୁ ଇତିହାସ ପୁସ୍ତକମାନଙ୍କରେ ଉପଯୁକ୍ତ ସ୍ବୀକୃତି ଦିଆଯାଇନାହିଁ ବୋଲି ଦୁଃଖ ପ୍ରକାଶ କରି ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତି ଶାହ କହିଛନ୍ତି।…

ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡ଼ା: କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବୈଦ୍ୟନାଥ ହୋଟେଲ ପଛ ପାଖରେ ଗତକାଲି ରାତ୍ରିରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥଇବାର ଖବର ମିଳିଛି। ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ବି ଜଣାଯାଇଛି। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ବିବେକ ବାଣୀ

(୧) ଆଜିରେ.... ବିବେକବାଣୀ କହେ ବିବେକବୀଣାର ସୁର ତାଳେ ତାଳେ ଲଳିତ କଣ୍ଠରେ ଗାଏ। ବିବେକାନନ୍ଦଙ୍କ ଏକେଶ୍ଵର ବାଦ ଜାଗରିତ ହେଉ ମନେ ନ ଆସୁ ପ୍ରମାଦ 'ଅଭିଃ' ମନ୍ତ୍ରରେ ଦୀକ୍ଷିତ ହେଉ ମୋ ମାନବ ଜାତି ସମାଜ। ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ ଆସିଯାଏ ସନ୍ଧ୍ୟାବେଳ ସେହି…