ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଅବସରରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ଆନୁକୂଲ୍ୟରେ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ଯୁବକବି ଖୁସିରାମ ସାହୁ । ଓଡ଼ିଆ ସିନେ ଜଗତର ସୁନାମଧନ୍ୟ ତାରକା ଶ୍ରୀ ଆକାଶ ଦାସ ନାୟକ ମହୋଦୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସରର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ,ଡ଼.ଭବାନୀ ଶଙ୍କର ନିଆଲ,ଯୋଗଗୁରୁ ଶ୍ରୀ ସନାତନ ମହାକୁଡ଼,ଉପଦେଷ୍ଟା ଭାରତୀ ରଥ,ଡ଼ା. ରବି ନାରାୟଣ ପଣ୍ଡା,ରାଜକିଶୋର ମୁଣ୍ଡି,ମନ୍ମଥ ସ୍ବାଇଁ, ସୁଶାନ୍ତ ରଣା ଉପସ୍ଥିତ ଥିଲେ । ଏଥିରେ ଯାଜପୁର ର ମମତା ମଞ୍ଜରୀ ସାହୁ,ସୁରେନ୍ଦ୍ର କୁମାର ବେହେରା,ଅନସୂୟା ମଲ୍ଲିକ,ଜଗଦୀଶ ଶତପଥୀ,ନୟାଗଡ଼ ର ନୀହାରିକା ପଣ୍ଡା, ଅଶୋକ କୁମାର ନାୟକ,ରତିରାଉତପାଟଣା ର ସନ୍ତୋଷ କୁମାର ପଣ୍ଡା, ଗଞ୍ଜାମ ର ମଧୁସ୍ମିତା ସାହୁ,କୁସୁମ କୁମାରୀ ପଣ୍ଡା,ରାମ ଚନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ମିଶ୍ର,ବୁଲୁ ବିଷୋୟୀ,ପ୍ରମିଳା ପାଣି,ବରଗଡ଼ ର ସୁଷମା ମଞ୍ଜରୀ ଦାଶ,ବେଦବ୍ୟାସ ମେହେର,କଳାହାଣ୍ଡି ର ଅରବିନ୍ଦ ସାହୁ,ପ୍ରିୟଦର୍ଶିନୀ ମିଶ୍ର,ଚିତ୍ତ ରଞ୍ଜନ ସାହୁ,ଉର୍ମିଳା ଗଉଡ଼, କମଳିନୀ ଚଣ୍ଡୀ,ଟିକେମାଣି ବୁଦ୍ଧିଆ,ନୀହାରିକା ରାଉତ,ଅଗ୍ନି କୁମାର ସାହୁ,ଭଦ୍ରକ ର ସରୋଜ କୁମାର ଓଝା,ବେଣୁଧର ବେହେରା,ସମ୍ବଲପୁର ର ଜ୍ଞାନେନ୍ଦ୍ରୀୟ ଦାଶ, କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା,ପ୍ରଶାନ୍ତ କୁମାର ନାଥ,ଗଜପତି ର ସୁରଥ ପାଇକ,ପୁରୀ ର ଚିତ୍ତରଞ୍ଜନ ପୃଷ୍ଟି,ପଙ୍କଜ ସାମଲ,ମିନତି ମିଶ୍ର,ଢେଙ୍କାନାଳ ର ଅରୁନ୍ଧତୀ ଲେଙ୍କା,ନିରଞ୍ଜନ ସାହୁ,ଶାରଙ୍ଗ ଧର ସାହୁ,ବଲାଙ୍ଗୀର ର ଶୁଭ୍ରାଂଶୁ ଭୂଷଣ ମେହେର,କଟକ ର କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ର ରଞ୍ଜିତା ସାହୁ,ନବରଙ୍ଗପୁର ର ପ୍ରଭାତ କୁମାର ମଲ୍ଲିକ,ଚୂଲେଶ୍ୱର ନାୟକ,ମାଲକାନଗିରି ର ଭାବଗ୍ରାହୀ ତ୍ରିପାଠୀ,କେନ୍ଦୁଝର ର ରତି ନାରାୟଣ ରାଉତ ପ୍ରମୁଖ କବି ଓ କବୟିତ୍ରୀ ଅଂଶଗ୍ରହଣ କରି ‘ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ‘ ପ୍ରସଙ୍ଗକୁ ନେଇ ନିଜ ନିଜ କବିତା ପାଠ କରିଥିଲେ ।

Comments are closed.