ଯାଜପୁର : ଦଶରଥପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ବେଆହୁରିଆ, ସନ୍ତୋଷ ନନ୍ଦ ଙ୍କ ନେତ୍ତୃତ୍ୱରେ ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି ସନ୍ତୋଷ ବେହେରା,ସାଗର ପରିଡ଼ା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତଥିରହି ବନ୍ୟା ଅଞ୍ଚଳ ଲୋକଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝି ଥିଲେ , ରାଜ୍ୟ ସରକାରଙ୍କ ଆବେହେଳା ପାଇଁ ପ୍ରତି ବର୍ଷ ଦଶରଥପୁର ଏରିଆ ରେ ବନ୍ୟା ଆସି ବହୁତ କ୍ଷୟକ୍ଷତି କରୁଛି କହିଥିଲେ ଯେପର୍ଯ୍ୟନ୍ତ ସ୍ଥାହି ସମାଧାନ ର ବେବସ୍ଥା କରାଯାଇ ନାହିଁ ଲୋକ ମାନେ ପ୍ରତିବର୍ଷ ହଇରାଣ ହେଉ ଥିବେ । ରାଜ୍ୟ ସରକାର ସ୍ଥାହି ସମାଧାନର ବାଟ ବାହାର କରିବାକୁ ଦାବି କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.