କଟକ ବନ୍ୟା ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ବିବୃତି

କଟକ ୨୦।୮: କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି କହିଛନ୍ତି ।

Comments are closed.