ଭୀଷଣ ବାତ୍ୟା ‘ଅକ୍‌ୱାନ୍‌’ ୯ କି.ମି. ବେଗରେ ମାଡ଼ି ଆସୁଛି

0

ଭୁବନେଶ୍ୱର: ସମୁଦ୍ରରେ ଶକ୍ତିଶାଳୀ ହେବା ସହ ଆଗକୁ ବଢ଼ୁଛି ଭୀଷଣ ବାତ୍ୟା ‘ଅକ୍‌ୱାନ୍‌’। ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଏହି ବାତ୍ୟା ଗତି କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା କଳିଙ୍ଗପଟନମ୍‌ଠାରୁ ପ୍ରାୟ ୫୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।ସେହିପରି ଗୋପାଳପୁରଠାରୁ ୬୩୦ କିଲୋମିଟର ଏବଂ ପୁରୀଠାରୁ ପ୍ରାୟ ୬୯୦ କିଲୋମିଟର ଦୂରରେ ବାତ୍ୟାର ସ୍ଥିତି ରହିଛି। ସମୁଦ୍ର ମଧ୍ୟରେ ବାତ୍ୟାର ଗତିବିଧିକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି। ବିଶେଷକରି ଗୋପାଳପୁର ଓ ପୁରୀ ଉପକୂଳରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆଶଙ୍କା ରହିଛି।

Leave A Reply

Your email address will not be published.