ଆୟ ବହିର୍ଭୁତ ସଂମ୍ପତ୍ତି ଠୁଳ ଅଭିଯୋଗରେ IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଅଭିଯୁକ୍ତ ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଓ ପଟ୍ଟାମୁଣ୍ଡାଇର ବେଲତଳ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।
Recover your password.
A password will be e-mailed to you.
Comments are closed.