ରମାଦେବୀ ପୋଛିନେଲା ବିସିଜେଡି । ସମସ୍ତ ପଦରେ ବିସିଜେଡି ପ୍ରାର୍ଥୀ ବିଜୟୀ ।

ବିଳମ୍ୱିତ ରାତି ୨.୩୦ ପରେ ଘୋଷଣା ହେଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ।

0

ଭୁବନେଶ୍ୱର: ରମାଦେବୀ ପୋଛିନେଲା ବିସିଜେଡି । ସମସ୍ତ ପଦରେ ବିସିଜେଡି ପ୍ରାର୍ଥୀ ବିଜୟୀ । ବିଳମ୍ୱିତ ରାତି ୨.୩୦ ପରେ ଘୋଷଣା ହେଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ । ବିଜୟୀ ତାଲିକା ଘୋଷଣା ହେବା ପରେ ବିସିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ।  ଛାତ୍ର ବିଜେଡି ସଭାପତି ଇପ୍ସିତାଙ୍କୁ କାନ୍ଧରେ ବସେଇ ବୁଲାଇଲେ ସମର୍ଥକ ।ବିସିଜେଡି ସଭାପତି ପ୍ରାର୍ଥୀ ସୋନାଲି ବେହେରା, ଉପସଭାପତି ପ୍ରାର୍ଥୀ ସାଇ ଅର୍ପିତା ମହାପାତ୍ର,  ସାଧାରଣ ସଂପାଦକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବିଶ୍ୱାଳ, ଜଏଣ୍ଟ ଜେନେରାଲ ସେକ୍ରେଟାରି ସୁଦେଷ୍ଣା ଖୁଣ୍ଟିଆ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି, ନବୀନ ବାବୁଙ୍କ ଜନ୍ମ ଦିନରେ ରମାଦେବୀ ଉପହାର ।

Leave A Reply

Your email address will not be published.