ନିଖୋଜ କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ଗତ ଦୁଇ ଦିନ ତଳୁ ନିଖୋଜ ଥିବା ଛାତ୍ରଙ୍କ ମୃତ୍ୟୁଦେହ ଶନିବାର ସକାଳେ ବ୍ରାହ୍ମନୀ ନଦୀ ନିମପୁର-ଶ୍ରୀରାମପୁର ପଠାରୁ ଉଦ୍ଧାର ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି  । ମୃତକ ହେଉଛନ୍ତି ମହାକାଳପଡା ଥାନା ଶଙ୍ଖପଦା ଗ୍ରାମର କୈଳାସ ସେଠୀଙ୍କ ପୁତ୍ର ପବିତ୍ର ସେଠୀ (୧୯) ।

Comments are closed.