ବାଣିକଲ୍ୟାଣ ମହାନ୍ତି ବିଜେଡିରୁ ନିଲମ୍ବିତ

ଦଳ ବିରୋଧି କାର୍ଯ୍ୟରେ ସାମିଲ ଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତିଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ସମ୍ପର୍କରେ ଏକ ପ୍ରେସ ବିବୃତି ଜାରି କରିଛନ୍ତି ।

Comments are closed.