ପ୍ରୋଗ୍ରେସ ସଂସ୍ଥା ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ରାୟଗଡ଼ା : (ଭି ଗୌରୀଶଙ୍କର ରାଓ)ରାୟଗଡ଼ା ର ବ୍ରାହ୍ମଣ ସାହି ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ Progres ସଂସ୍ଥା ର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପୂଜିତା ଗରଡ଼ିଆ, ସଭା ନେତ୍ରୀ ଶ୍ରୀମତୀ ଜୟନ୍ତୀ ମହାନନ୍ଦିଆ, ପ୍ରଫୁଲ୍ଲ ମାଣ୍ଡାଙ୍ଗି, ଜିତୁ ନାୟକ, ଶୁଭଦ୍ରା ମାଣ୍ଡାଙ୍ଗୀ, ଲଲିତା ନାୟକ, ସୁଶାନ୍ତ ଗରଡ଼ିଆ ଏବଂ Progres ର ଆଇନ ପରାମର୍ଶ ଦାତା ଶ୍ରୀ ଲାବଣ୍ୟ ମୋହନ ପଟ୍ଟନାୟକ ବ୍ରାହ୍ମଣ ସାହି ସରକାରୀ ବିଦ୍ୟାଳୟ ର ଶିକ୍ଷକ ଶିବରାମ ମିଶ୍ର, ମୃତ୍ୟୁଞ୍ଜୟ ସା ସମେତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଗଛ ଲଗାଇବା କାର୍ଯକ୍ରମ ରେ Progres ଅନୁଷ୍ଠାନ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ Progres ସଂସ୍ଥା ତରଫରୁ ମିଷ୍ଠାନ ବଣ୍ଟନ କରାଯାଇଥିଲା । Progres ଅନୁଷ୍ଠାନ ର ଏଭଳି କାର୍ଯକ୍ରମ ଦ୍ୱାରା ସମାଜ ରେ ପ୍ରଶଂସା ର ପାତ୍ର ହୋଇପାରିଛି।

Leave A Reply

Your email address will not be published.