ମୋହନା,୯.୭(ମନୋଜ ପାଢ଼ୀ)-:ଗତ କାଲି ରାତ୍ର ଘ -9.00ଣ୍ଟା ସମୟ ରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ପରିଷଦ ଗୋଟିଏ ଓ ପଦ୍ମପୁର ଆଞ୍ଚଳିକ ପରିଷଦ ଅନ୍ତର୍ଗତ ପାଞ୍ଚ ଗୋଟି ଗ୍ରାମ୍ୟ ପରିଷଦ ଯଥା -ନୂଆସାହି, ତଳସାହି (ମେଇନରୋଡ ), ଥାତମନ ପୁର, ବାୟାପୁର,ଜାନି ସାହି ଏହି ପରିଷଦ ଗୁଡିକର ଶପଥ ପାଠ ଗ୍ରହଣ କରିଥିଲେ. ଏଥିରେ ଆଞ୍ଚଳିକ ଓ ଗ୍ରାମ୍ୟ ପରିଷଦ ର ପ୍ରାୟ ଵାସ୍ତରୀ (72)ଜଣ କର୍ମ କର୍ତା ଉପଢକୋଣ ସହ ସନ୍ନମାନିତ ଗ୍ରହଣ କରି ଶପଥ ପାଠ କରିଥିଲେ ।

