ବାଲେଶ୍ଵର ‘କଳାକ୍ଷେତ୍ର’ ଠାରେ ପାଳିତ ହେଲା ଶିଳ୍ପୀ ମନୀସା ଦାସଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ

ବାଲେଶ୍ୱର, ୧୨/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଆଲୁମିନି କଳାକ୍ଷେତ୍ର ପକ୍ଷରୁ ଶିଳ୍ପୀ ମନୀସା ଦାସଙ୍କର ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଅତିଥି ଭାବରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ଅଧ୍ୟାପକ ଅଜିତ କୁମାର

Comments are closed.