ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଧୀନ କୋଟସାହି ପଞ୍ଚାୟତ କଦରକଣା ଗ୍ରାମର ସୁଶ୍ରୀ ଅମ୍ରିତା ଭୂଇଁଆ ଚଳିତ ଶିକ୍ଷାବର୍ଷ +2 ବିଜ୍ଞାନ ପରୀକ୍ଷାରେ 91.6% ମାର୍କ ରଖି ପରିବାର ଠାରୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି, ଉଚ୍ଚ ସଫଳତା ପାଇଁ ଅମ୍ରିତା ଭୂଇଁଆ ଉଚ୍ଚ ମାଧ୍ୟମିକ ଟ୍ରେଡ଼ହେଡେନ ଶିକ୍ଷା ଅନୁଷ୍ଠାନର, ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି,
ସର୍ବପ୍ରଥମେ ମୋର ବାପା, ମାଆ ଓ ଟ୍ରେଡ଼ହେଡେନ ଅନୁଷ୍ଠାନର ଆଶ୍ରିବାଦ ପାଇଁ ଆଜି ମୁଁ 550 ମାର୍କ ରଖି ସଫଳତା ଅର୍ଜନ କରି ପାରିଛି , ପିତା ଡାକ୍ତର ପ୍ରକାଶ କୁମାର ଭୂଇଁଆ ମାତା ସ୍ୱପ୍ନଲତା ଭୂଇଁଆ ଝିଅର ସଫଳତା ପାଇଁ ନିଜକୁ ଗର୍ବ ଅନୁଭବ କରି ଛନ୍ତି, ସୁଶ୍ରୀ ଅମ୍ରିତା ଭୂଇଁଆଙ୍କ ସ୍ୱପ୍ନ ସେ ଜଣେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବା ପାଇଁ ଇଚ୍ଛା ରଖି ଛନ୍ତି,
Sign in
Sign in
Recover your password.
A password will be e-mailed to you.