ଭୁବନେଶ୍ବର : ଖୁବ୍ ଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ କ୍ୟାବିନେଟର ବରିଷ୍ଠ ସଦସ୍ୟମାନେ ବି ଏ ନେଇ ସଂକେତ ଦେଇସାରିଲେଣି।
ଯାହାକୁ ନେଇ ଏବେ ଆଶାୟୀ ବିଧାୟକଙ୍କ ଛାତି ଧଡ଼ଧଡ଼। ଅନ୍ୟପକ୍ଷରେ ପରଫରମାନ୍ସ ଖରାପ ଥିବା ମନ୍ତ୍ରୀମାନେ ବି ନିଜ ପଦରେ ରହିବେ କି ନାହିଁ ଚିନ୍ତାରେ,