ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

0

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ହେବ । ମାତ୍ର ଦିନକ ପାଇଁ ବସିବା ଏହି ସ୍ଵତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ ମହିଳା ସରଂକ୍ଷଣ ବିଲ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବିଧାନସଭା ଭବନରେ ଦିନ ୧୧ଟାରେ ଏହି ସ୍ଵତନ୍ତ୍ର ଅଧିବେଶନ ବସିବ ।

ସୂଚନାଯୋଗ୍ୟ, ନିକଟରେ ସଂସଦରେ ମଧ୍ୟ ସ୍ଵତନ୍ତ୍ର ଅଧିବେଶନ ବସିଥିଲା । ଏଥିରେ ମହିଳା ସଂରକ୍ଷଣ ବିଲ ଓ ସୀମା ନିର୍ଦ୍ଧାରଣ ବିଲ ସମ୍ପର୍କରେ ଆଲୋଚନା ହୋଇଥିଲା, ମାତ୍ର ସଂସଦରେ କାଟ  ଖାଇଥିଲା  । ପୂର୍ବରୁ ସୀମା ନିର୍ଦ୍ଧାରଣ ବିଲକୁ ନେଇ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସ୍ଵତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଇଥିଲେ ।

 

Leave A Reply

Your email address will not be published.