ପୁରୀ ୩୧/୦୩ : ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ ଆଜି ପୂର୍ବାହ୍ଣ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ହୋଇଥିବା ଦୁଇଟି ସ୍ଥାୟୀ ଜମାର ମାଚ୍ୟୁରିଟି ତାରିଖ ରହିଛି । ପ୍ରାୟ ୫୯୨ କୋଟି ଟଙ୍କାର ସ୍ଥାୟୀ ଜମାର ମାଚ୍ୟୁରିଟି ହେବ । ତେଣୁ ଏହାକୁ ଆଗାମୀ ଦିନରେ କେଉଁ କ୍ଷେତ୍ରରେ ନିବେଶ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.