ସ୍ବର୍ଗୀୟା ଗୁନୁ ଦାସଙ୍କ ଏକାଦଶାହରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଓଡଗାଁ (୮/୪): ମାସେ ପୂର୍ବରୁ ସ୍ୱର୍ଗାରୋହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଧର୍ମ ପତ୍ନୀ ସ୍ୱର୍ଗୀୟା ଗୁନୁ ଦାସଙ୍କ ପୁଣ୍ୟ ଏକାଦଶାହ ତିଥିରେ ବିଷ୍ଣୁ ମୋହନ ଛୋରରାୟ, ବ୍ରହ୍ମାନନ୍ଦ ଛୋଟରାୟ, ବିରଞ୍ଚିନାରାୟଣ ରଥ, ବିଶ୍ୱନାଥ ମହାପାତ୍ର, ବିଜୟ ରଥ, ଡକ୍ଟର ମତ୍ୟୁଞ୍ଜୟ ରଥ, ଡକ୍ଟର ଜେ. କେ ଦାଶ ମହାପାତ୍ର,ବାଇଧର ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, DDCE , ବାଣୀବିହାର, ନୟାଗଡ଼ କଲେଜ, ଓଡଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ, ପ୍ରାକ୍ତନ ନିର୍ଦେଶକ ଦୂରଦର୍ଶନ କେନ୍ଦ୍ର ଓ ନିଜ କଲେଜର ବନ୍ଧୁମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବାରୁ ପୁତ୍ର ଡକ୍ଟର ବେଣୁଧର ଦାସ, ବଂଶୀଧର ଦାସ ଓ ବସନ୍ତ କୁମାର ଦାସ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।ରିପୋର୍ଟ-ସନାତନ ମହାକୁଡ଼।

Comments are closed.