ଜୟପୁର : ଓଡ଼ିଶା ଅମଲା ସଂଘ ର ୧୭ ତମ ତ୍ରୟୋବାର୍ଷିକି ସମ୍ମିଳନି ର ମୁଣ୍ଡି ମରା କୁ ନେଇ ଜୟପୁର ଯାଦବ ଭବନ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା, ଶ୍ରୀ କୈଳାସ ସାମନ୍ତରା ଆଞ୍ଚଳିକ ସମ୍ପାଦକ ଓଡ଼ିଶା ଅମଲା ସଂଘ ଙ୍କ ଆୟୋଜିତ ବୈଠକ ରେ ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଯୋଗଦାନ କରିବା ସହିତ ଓଡ଼ିଶା ଅମଲା ସଂଘ ର କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦାନ କରିଥିଲେ, ଏଥି ପୂର୍ବରୁ ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଶ୍ରୀ ଦାଶ୍ ବାରମ୍ବାର ରାଜ୍ୟ ସଂଘ ର ଦୃଷ୍ଟି ଆକର୍ଷଣ କରିବା ସହିତ ଜୟପୁର ଠାରେ ବୈଠକ ଡାକିଥିଲେ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଅପର ପକ୍ଷରେ କିଛି କୁ ଚକ୍ରାନ୍ତକାରି ଅମଲା,ରାଜସ୍ବ ଅମଲା ଓ ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଯେଉଁ ଭଳି ଭାବରେ କୁ ଚକ୍ରାନ୍ତ କରି ହଜାର ହଜାର ଅମଲା ଙ୍କ ଆଖିରେ ଧୁଳି ଦେଇ ପୁରି ଠାରେ ଏକ ତ୍ରୟବାର୍ଷିକି ସମ୍ମିଳନି କରିବା ସହିତ ଲୁକ୍କାୟିତ ଭାବେ କର୍ମକର୍ତ୍ତା ଚୟନ କରି ଘୋଷଣା କରି ଦେଉଥିଲେ ଏହାକୁ ସମଗ୍ର ଜିଲ୍ଲା ର ଅମଲା ମାନେ ବିରୋଧ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ କରି ଏହାକୁ ସ୍ଥଗିତ କରାଇଥିଲେ ଏହା ଶ୍ରୀ ଦାଶ୍ ସମସ୍ତ ଙ୍କୁ ଅବଗତ କରାଇବା ସହିତ ଉକ୍ତ ଚୟନ ପ୍ରକ୍ରିୟା ରେ ୫ ଲକ୍ଷ ଟଙ୍କା କାରବାର ହୋଇଥିବା ର ସୁଚନା ମିଳୁଥିବା ସମସ୍ତ ଙ୍କୁ ଅବଗତ କରାଇଥିଲେ, ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଏ ସବୁ କରାଇଥିବା ସୁଚନା ମିଳିଛି ବୋଲି ଶ୍ରୀ ଦାଶ୍ ପ୍ରକାଶ କରିଥିଲେ, ଏ ନେଇ ଉଚ୍ଚ ନ୍ୟାୟାଳୟ ଠାରେ ଏକାଧିକ ମାମଲା ରୁଜ୍ଜୁ ହୋଇଥିବା ଶ୍ରୀ ଦାଶ୍ ପ୍ରକାଶ କରିଥିଲେ, ତେଣୁ ସମସ୍ତ ଙ୍କ ମତାମତ କୁ ଆଧର କରି ବିଭିନ୍ନ ଜିଲ୍ଲା ର କର୍ମକର୍ତ୍ତା ଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସମସ୍ତ ଙ୍କ ମତାମତ କୁ ଆଧର କରି ହୁଏ ତ କୋରାପୁଟ ଜିଲ୍ଲା ରେ ତ୍ରୟବାର୍ଷିକି ସମ୍ମିଳନି କରି ଅସମ୍ପୂର୍ଣ୍ଣ ରହିଥିବା ତ୍ରୟବାର୍ଷିକି ସମ୍ମିଳନି ର କୋରାପୁଟ ଜିଲ୍ଲା ରେ ଅତି ଶିଘ୍ର ମୁଣ୍ଡି ମାରିବା ନେଇ ସୁଚନା ଦେଇଥିଲେ,
Sign in
Sign in
Recover your password.
A password will be e-mailed to you.