ପୁରୀ : ପୁରୀ ଜିଲ୍ଲା ଶଙ୍କରପୁର ମାତାମଠ ନିକଟ ଜଙ୍ଗଲରେ ପୋଲିସ ଏନ୍କାଉଣ୍ଟରରେ ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାର ଆହତ ହୋଇଛି । ଗୁରୁତର ଚନ୍ଦନ ପଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା। ବଳିଆପଣ୍ଡା ଅଞ୍ଚଳରେ ଥିବା ମନୋରମା ନାମକ ହୋଟେଲ୍ ମାଲିକ ପବିତ୍ର ନାୟକ ହତ୍ୟାକାଣ୍ଡରେ ଚନ୍ଦନର ସଂପୃକ୍ତି ଥିଲା। ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
Comments are closed.