Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍
ପୁରୀ : ଡିସେମ୍ବର ୧୫ ତାରିଖରୁ କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେଠାରେ ପର୍ଯ୍ୟଟକମାନେ ଆରାମଦାୟକ ରାତ୍ରିଯାପନ କରିବାର ସୁଯୋଗ ପାଇବେ। ସମୁଦ୍ର ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମେତ ବିଦେଶୀ ମଦ ବିକ୍ରୟ କେନ୍ଦ୍ର…
କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ, ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ
ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ…
ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀଜୀଉଙ୍କୁ କଲେ ଦର୍ଶନ
ପୁରୀ: ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ। ବେଢା ପରିକ୍ରମା, ପାର୍ଶ୍ଵ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ। ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ…
ବିପଦସଂକୁଳ ପୋଲ, ବାଉଁଶ ବାଡ଼ା ଭରସା
ପୁରୀ: ଭାର୍ଗବୀର ଭରା ନଈ ଉପରେ ଯାଇଥିବା ପୋଲ ବିପଦସଙ୍କୁଳ ଘୋଷଣା ହୋଇଛି। ମାତ୍ର ଯାତାୟାତର ଅନ୍ୟ ବିକଳ୍ପ ନଥିବାରୁ ବାସିନ୍ଦାମାନେ ଏହି ପୋଲ ଉପରେ ଯାତାୟାତ କରୁଛନ୍ତି। ପୋଲ ତଳ ଭାଗ ଭାଙ୍ଗି ଦୁର୍ବଳ ହୋଇଗଲାଣି। ପୋଲ ଅଣ ଓସାରିଆ ହୋଇଥିବା ବେଳେ ଯାତାୟାତ ପାଇଁ ଯଥେଷ୍ଟ ସ୍ଥାନ…
ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ
ପୁରୀ : ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ। ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ମୃତ ବ୍ୟକ୍ତି ଜଣଙ୍କ ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ସେ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ…
ପୁରୀ ସମୁଦ୍ରରେ ବୁଡ଼ି ଯାଇଥିବା ପର୍ଯ୍ୟଟକ ଉଦ୍ଧାର
ପୁରୀ: ପୁରୀ ସେକ୍ଟର-5 ଭେଳାଭୂମିରେ ସ୍ନାନ ସମୟରେ ବୁଡିଯାଉଥିଲେ ପର୍ଯ୍ୟଟକ । ବୁଡ଼ି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ଼ । ତେବେ ପର୍ଯ୍ୟଟକ ଜଣକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ…
ନିଖୋଜ କଲେଜ ଛାତ୍ରୀ ଉଦ୍ଧାର
କଣାସ: ରାଜୁଆ ନଦୀ ବ୍ରିଜ୍ ଉପରୁ ଡେଇଁ ନିଖୋଜ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି କଣାସ ଥାନା ଅନ୍ତର୍ଗତ ଗଡବଡପୁଟ ଗ୍ରାମର ଜଣେ ୧୮ ବର୍ଷୀୟା +୩ ଦ୍ୱିତୀୟ ବର୍ଷ କଳାରେ ପାଠ ପଢୁଥିବା ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯିବା ସମୟରେ ରାଜୁଆ ନଦୀ…
ଆଜି ମହାପ୍ରଭୁଙ୍କ ବନକଲାଗି: ସନ୍ଧ୍ୟା ୬ରୁ ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଦେଢ଼ ମାସ ପରେ ଆଜି (୯ ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି।…
ସେଲ୍ଫି ହେଲା କାଳ
କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ…
୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ପୁରୀ: ଅଗ୍ନଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ…