Browsing Category

ପୁରୀ

କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା

କୋଣାର୍କ: କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ ଗୋଷ୍ଠୀ ବେତାର ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୁଲିସ

ଭୁବନେଶ୍ବର/ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ୧୧ ନଂ ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ଡ୍ରାଇଭର  ଓ ସହକର୍ମୀଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ଘରେ…

ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପୁରୀ/ଗୋପ/ଭୁବନେଶ୍ବର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଅବଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମୁଁ ଦୁଃଖିତ, ଖୁବ୍…

ଶ୍ରୀମନ୍ଦିର ପରିଚାଳନା କମିଟିରେ ଉଠିବ ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ : ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। କାନ୍ଥ, ଛାତ, ଚଟାଣ, ଚାରିଆଡ଼େ ଫାଟ। ବର୍ଷାରେ ପାଣି ଗଳୁଛି। ଛାତ ଓଦାଳିଆ ରହୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୪ ବର୍ଷ ତଳେ ରତ୍ନଭଣ୍ଡାର ମେକାପଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଧିକୃତ କମିଟି ଯେତେବେଳେ ରତ୍ନଭଣ୍ଡାର ଦୁଆର…

ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା: ଘଟଣାସ୍ଥଳରୁ ମିଳିଲା ବିଡ଼ାଏ ଟଙ୍କା

ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିବା ଜଣାଯାଇଛି। ଏହି ଅର୍ଥର ପରିମାଣ ୩୬ ହଜାର ଟଭ୍କା ବୋଲି ଜଣାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳେ ଧଉଳି ଥାନା…

କାର୍ତ୍ତିକରେ ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ : କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ। ଭୋର ୪ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ବାର। ସକାଳ ୫ଟାରେ ମଙ୍ଗଳ ଆଳତି ଏବଂ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଠାକୁରଙ୍କୁ ରାଧା ଦାମୋଦର ବେଶ କରାଯିବ। ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ କରାଯିବ। ଭକ୍ତମାନେ ଯେପରି…

ସୁଆଣ୍ଡୋ ଗ୍ରାମକୁ ବିଭିନ୍ନ ଅଧିକାରୀଙ୍କ ଗସ୍ତ

ସୁଆଣ୍ଡୋ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ସୋମବାର ରାଜ୍ୟ ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଐତିହ୍ୟ ଗ୍ରାମରେ ପହଞ୍ଚି ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିଲେ । ଜାନୁୟାରୀ ୨୬ ତାରିଖରେ ଐତିହ୍ୟ ଗ୍ରାମ୍ୟ…

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

ପୁରୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ…

କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲ୍‌ର ଅବ୍ୟବସ୍ଥା ବଖାଣିଲେ କୁନି ଛାତ୍ର

ପୁରୀ : ଖେଳିବାକୁ ପଡ଼ିଆ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ଘରଟିଏ ନାହିଁ। ସେଇ କ୍ଲାସ୍‌ରୁମ୍‌ରେ ପଢ଼ୁଛୁ, ସେଇଠି ଖାଉଛୁ ଆଉ ଖେଳୁଛୁ। ଲେବଲ କ୍ରସିଂ ବନ୍ଦ ‌ଯୋଗୁ ଦେଢ଼ କିଲୋମିଟର ବୁଲିବୁଲି ସ୍କୁଲ୍‌ ଆସୁଛୁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ନିଜ ସ୍କୁଲ୍‌ର ଅବ୍ୟବସ୍ଥା…

ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।

ଭୁବନେଶ୍ୱର: ସ୍ବଚ୍ଛ ଭାରତ ମିଶନ ଅଧୀନରେ ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ଏହି ଶୌଚାଳୟ ନିର୍ମାଣ କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ବୋଲି ଅଭିେଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।…