Sign in
Sign in
Recover your password.
A password will be e-mailed to you.
Browsing Category
ଗଞ୍ଜାମ
ଡକ୍ଟର ସ୍ଥିତଧୀ ରଥଙ୍କ କ୍ୟାନଭାସରେ ଗଞ୍ଜାମ କଳା ସଂସ୍କୃତିର ପ୍ରତିଫଳନ ।
ଗଞ୍ଜାମ/ବୁଗୁଡ଼ା : ୧୦/୩ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜ ବଂଶୀୟ ଶେଷଦୁର୍ଗ, ସୌରଗଡ଼ "ବୁଗୁଡ଼ା" ଠାରେ ଜନ୍ମ ଗ୍ରହଣ କରିଥିବା ଡ଼କ୍ଟର ସ୍ଥିତଧୀ ରଥ ଶ୍ରୀ ବିରଞ୍ଚି ନାରାୟଣଙ୍କ ଆଶୀର୍ବାଦ କିରଣରେ ଦିପ୍ତିମୟ ହୋଇ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ସାରା…
କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ
ବ୍ରହ୍ମପୁର : ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ କିନ୍ନର ସଂଘ ପକ୍ଷରୁ ୧୫ ଯୋଡା ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅତ୍ୟନ୍ତ ଗରିବ ପରିବାରର ଝିଅମାନଙ୍କୁ ଉଭୟ ଝିଅ ଓ…
ଅବକାରୀ କାର୍ଯ୍ୟାଳୟ ନିକଟରେ ଥିବା ଜବତ ଗାଡ଼ିରେ ଅଗ୍ନିକାଣ୍ଡ।
ବ୍ରହ୍ମପୁର : ଆମ୍ବପୁଆ ଅବକାରୀ କାର୍ଯ୍ୟାଳୟ ନିକଟରେ ଥିବା ଜବତ ଗାଡ଼ିରେ ଅଗ୍ନିକାଣ୍ଡ। ପ୍ରାୟ ୨୦ରୁ ଉର୍ଦ୍ଧ୍ବ କାର୍ ଓ ଟ୍ରକ୍ ରେ ନିଆଁ ଲାଗିଥିବା ଜଣାପଡିଛି।
ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇ ଅନେକ ଦିନ ହେବ ଏଠାରେ ରଖା ଯାଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଛି। ତେବେ କେଉଁ କାରଣ…
ଭିଣୋଇଙ୍କୁ ଶାଳକଙ୍କ ହତ୍ୟା ଧମକ, ଶାଳକ ଗିରଫ ଓ ବନ୍ଧୁକ ଜବତ ।
ବୁଗୁଡା, ୧୮/୦୨/୨୬ : ( ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ବୁଗୁଡା ଥାନାର ବାଲିପଦର ପୋଲିସ ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ଟୁକୁନା ଡାକୁଆଙ୍କୁ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସହରର ଠାକୁରାଣୀ ସାହି ନିବାସୀ ସନ୍ତୋଷ କୁମାର ଡାକୁଆଙ୍କ ପୁଅ ମନୋଜ କୁମାର…
ବିରଞ୍ଚିପୁର ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ଗଞ୍ଜାମ ବୁଗୁଡା ୧୬/୦୨/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଫେବୃଆରୀ ୧୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯ୍ୟକ୍ରମ…
ଡିଭାଇଡର ଅଧପନ୍ତରିଆ ବଢୁଛି ଜନ ଅସନ୍ତୋଷ
ବୁଗୁଡ଼ା : ୧୪।୨ ( ଡ . କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ରାସ୍ତା ର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାସ୍ତା ରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ଅଧପନ୍ତରିଆ ରହିଥିବାରୁ…
ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ
ବ୍ରହ୍ମପୁର : ଖଲ୍ଲିକୋଟ ଥାନା ଅର୍ନ୍ତଗତ ଲଙ୍ଗଳେଶ୍ୱର ଗାଦିଶ୍ଵର ମନ୍ଦିର ନିକଟରେ ବହୁ ଦିନ ଧରି ବିଭିନ୍ନ ପ୍ରକାରର ନିଶା କାରବାର ଚାଲିଥିବା ବେଳେ ଉକ୍ତ ଗ୍ରାମର ବିକାଶ ଦାସ ନାମକ ଜଣେ ଯୁବକ ବିରୋଧ କରି ଆସୁଥିଲେ। ପୁର୍ବରୁ ଥରେ ଏହି ଘଟଣାକୁ ନେଇ ସାମାନ୍ୟ ଆକ୍ରମଣ କରାଯାଇଥିଲା। ପୁଣି…
ଗୋଲିଆ ଗ୍ରାମରେ ବନ୍ଦ ଘରୁ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର
ଗଞ୍ଜାମ ବୁଗୁଡ଼ା : ୧୨।୨ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ତେଲୁଗୁ ସାହିରେ ଏକ ବନ୍ଦ ଘରୁ ଲାଛମି ଦୋରା ନାମ୍ନୀ ଜନୈକା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ଘଟଣାକୁ ନେଇ ଏବେ ତାଙ୍କ ସ୍ଵାମୀ କେ. ରାଜ ଗୋପାଳ ଦୋରା ଙ୍କ ପକ୍ଷ ରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି…
ଗ୍ରାମ ଅଭିମୁଖେ ବୁଗୁଡା ତହସିଲ ପ୍ରଶାସନ : ବିନା ମଧ୍ୟସ୍ଥିରେ କାର୍ଯ୍ୟ କରବାକୁ ଜନସଚେତନତା।
ଗଞ୍ଜାମ ବୁଗୁଡା : ( ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ତହସିଦାର ତାପସ ରାଉତଙ୍କ ତତ୍ତ୍ୱାବଧାନରେ "ମୋ ଗାଁ ରେ ତହସିଲ ପ୍ରଶାସନ" କାର୍ଯ୍ୟକ୍ରମ ୧୧.୦୨.୨୬ ତାରିଖ ଦିନ ବୁଗୁଡା ତହସିଲ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ପଞ୍ଚାୟତର ମାଣିବନ୍ଧ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।…
ସଜେଇ ହେଉଛି : ମହାଶିବରାତ୍ରୀ ପାଇଁ ଶୈବପୀଠ
ଗଞ୍ଜାମ ବୁଗୁଡ଼ା ୧୩ ।୨। ମହାଶିବରାତ୍ରୀ ପାଇଁ ବୁଗୁଡ଼ା ଅଞ୍ଚଳ ର ବିଭିନ୍ନ ଶୈବପୀଠ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରା କୁ ସୁରୁଖୁରୁ ରେ ପରିଚାଳନା କମିଟି ପକ୍ଷ ରୁ ପ୍ରସ୍ତୁତି ଆରମ୍ଭ ସହ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଫଳ ରେ କେତେକ ଶୈବପୀଠ ରେ ନାମଯଜ୍ଞ ଓ…