Browsing Category

ଗଜପତି

ମିନି ଭ୍ୟାନ ବ୍ରେକ ଫେଲ, ଅଳ୍ପକେ ବର୍ତ୍ତିଲେ 10 ଶ୍ରଦ୍ଧାଳୁ ।

ଆର, ଉଦୟଗିରି : ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ରମେଳା ଦର୍ଶନ କରି ଫେରୁଥିବା ବେଳେ ଏକ ମିନି ଭ୍ୟାନ ବ୍ରେକ୍ ଫେଲ୍ ହୋଇଯିବାରୁ ବଡ଼ ଦୁର୍ଘଟଣା ଅଳ୍ପକେ 10 ଜଣ ଶ୍ରଦ୍ଧାଳୁ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଆନ୍ଧ୍ରର ଇଚ୍ଛାପୁର ନିକଟସ୍ଥ ରାଟୀ ଗ୍ରାମର…

*ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର, ଭୟରେ ଗ୍ରାମବାସୀ *

ରା -ଉଦୟଗିରି 07/06/2026 ରାଜ୍ୟରେ ବିଦ୍ୟୁତ ବିଭାଗର ସୁପରିଚାଳନା ପାଇଁ ସରକାର ଟାଟା ପାୱାର କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି କିନ୍ତୁ ଟାଟାପାୱାର କମ୍ପାନୀର କର୍ମଚାରୀ ମାନଙ୍କ ବେପରୁଆ ଓ ମନମୁଖୀ କାର୍ଯ୍ୟପାଇଁ ଦୁର୍ଗମରେ ନିରୀହ ଲୋକେ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଧିକାଂଶ ସମୟରେ…

ରାଜ୍ୟପାଳଙ୍କ ମହେନ୍ଦ୍ରଗିରି ଗସ୍ତ ନେଇ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ଗଜପତି:୬/୬(ମନୋଜ ପାଢ଼ୀ)ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଥିବା ମହେନ୍ଦ୍ରମେଳାରେ ଯୋଗଦେବା ପାଇଁ ଆସନ୍ତା ୮ତାରିଖରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଆସିବା ସ୍ଥିର ହୋଇଛି । ରାଜ୍ୟପାଳଙ୍କ ଏହି ଗସ୍ତକୁ ନଜରରେ ରଖି ଗଜପତି ଜିଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆର, ଉଦୟଗିରି(ମନୋଜ କୁମାର ପାଢୀ): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ ଝାଡଖଣ୍ଡର ରାଜ ଡେଭିସ (୨୮ )। ସକାଳେ ପୋଲିସ ଅଧିକାରୀ ଶ୍ରୀରାଜ ପାଢ଼ୀ ଟିମ ସହ ପାଟ୍ରୋଲିଂ କରୁଥିବା ବେଳେ ଆକିଲି ଗାଁ ନିକଟରେ…

ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ବିଜ୍ଞାନ ଶିକ୍ଷକ ମହେନ୍ଦ୍ର କୁମାର ସାହୁ ।

ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ନୁଆଗଡ ଲକ୍ଷ୍ମୀ ନୃସିଂହ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମୁକ୍ତ ମହେନ୍ଦ୍ର କୁମାର ସାହୁ “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି। ପରିବେଶ…

ଚନ୍ଦ୍ରଗିରିରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ସାରା ବିଶ୍ୱ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ସେକ୍ସନ ଅଞ୍ଚଳରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ବନ ବିଭାଗର ଉଦ୍ୟମରେ ହଜାର ହଜାର ଚାରା ରୋପଣ…

ଚଳନ୍ତା ବସରୁ ବାହାରିଗଲା ଚକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ମୋହନା : ଚଳନ୍ତା ବସ୍ ରୁ ବାହାରିଗଲା ଚକ, ବଡ ଦୁର୍ଘଟଣାରୁ ବର୍ତ୍ତି ଗଲେ ୫୦ ଯାତ୍ରୀ l ଗଜପତି ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ l ହରିହର ନାମକ ଘାରୋଇ ବସ୍ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଠାରୁ ବ୍ରାହ୍ମଣୀ ଗାଁ ଅଭମୁଖେ ଯାଉଥିଲା। ହଠାତ୍ ମୋହନା…

୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ।

ମୋହନା : ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ ଗାଁ ନିକଟସ୍ଥ ଜଙ୍ଗଲରେ। ଅଡବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପିଲିପାଜୁ ଗାଁ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଗଚ୍ଛିତ କରି ରଖା ଯାଇଥିବା…

ଜଣେ ଶିକ୍ଷକଙ୍କୁ ଦୁଇଟି ପେନ୍‌ସନ

ମୋହନା: ରାଜ୍ୟ ସରକାରଙ୍କ ରାଜକୋଷରୁ ହରିଲୁଟ କରି ଚାଲିଛନ୍ତି ସରକାରୀ କର୍ମଚାରୀ। ଏଭଳି ଏକ ଦୁର୍ନୀତି ତଥା ସରକାରୀ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲା ମୋହନା ବ୍ଲକରେ। ଯାହାକି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି। ମୋହନା ବ୍ଲକ ଶିକ୍ଷା…

କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ତାଲୁକ୍ ସ୍ଥରିଅ ଆଇନ ସେବା ପ୍ରାଧିକରଣ

ଗଜପତି  : ମୋହନା ଗଜପତି ତରଫରୁ କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟ୍ୟରେ ବିବେକାନନ୍ଦଙ୍କ ଜୟନ୍ତୀ,ଯୁବ ସମ୍ମିଳନୀ, ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟାଉଧେଶ୍ୟ ଥିଲା ନିଶା ମୁକ୍ତ ଗ୍ରାମ ଓ ନିଶା ମୁକ୍ତ ଭାରତ ଗଠନ ର ଆଭିମୁଖ୍ୟ ଥିଲା, ଏହି କାର୍ଯକ୍ରମ…