Browsing Category

ବରଗଡ଼

ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କଳାକାର ଚୟନ ପ୍ରକ୍ରିୟାରେ ବିଳମ୍ବ

ବରଗଡ଼: ଠିକ୍‌ ମାସେ ତଳେ ଧନୁଯାତ୍ରା ଆୟୋଜନ ପାଇଁ ପ୍ରଥମ ପ୍ରାଥମିକ ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକରେ ଧନୁଯାତ୍ରା ପାଇଁ କଳାକାର ଚୟନ ପାଇଁ ପ୍ରସ୍ତାବ ପଡ଼ିଥିଲା। ଉଭୟ ମଥୁରା ଏବଂ ଗୋପପୁର (କଂସ ସମେତ) ସବୁ କଳାକାର ନୂତନ ଭାବେ ଚୟନ କରିବାକୁ…

ବ୍ୟବଚ୍ଛେଦ ହୋଇଥିବା ଶବକୁ ଛୁଇଁଲେନି ଗ୍ରାମବାସୀ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମର ସରପଞ୍ଚ ପ୍ରତିନିଧି ତଥା ନେତାଜୀ ଯୁବକ ସଂଘର ସଭାପତି ସୁନୀଲ ବେହେରା ଦେଖାଇଛନ୍ତି ମାନବିକତା। ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଆସିଥିବା ଏକ ଶବକୁ ଗ୍ରାମବାସୀ ନ ଛୁଇଁବାରୁ ସେ ନିଜସ୍ବ ପ୍ରଚେଷ୍ଟାରେ ଅନ୍ତିମ ସତ୍କାର କରିଛନ୍ତି।…

ଅଶୋକା ବିଲ୍ଡକନ୍ ବିରୋଧରେ ଜନଅସନ୍ତୋଷ

ବରଗଡ଼ : ସମ୍ବଲପୁର-ଲୁହୁରାଚଟି ୫୩ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବରେ ଥିବା ଅଶୋକା ବିଲ୍‌ଡକନ୍‌ ବିରୋଧରେ ଜନଅସନ୍ତୋଷ ଦେଖାଦେଇଛି। ଗୁରୁବାର ବରାହଗୋଡ଼ା ଅଶୋକା ଟୋଲପ୍ଲାଜାଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ସହ ସମସ୍ତ ଯାନବାହନ ଟୋଲ ମୁକ୍ତ କରାଯାଇଥିଲା। ଜାତୀୟ…

ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ବୁଧବାର ଭୋର୍ସମୟରେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ…