Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ସମ୍ଭାବ୍ୟ ରେଳ ଦୁର୍ଘଟଣାକୁ ଏଡ଼ାଇଥିବା ବରିଷ୍ଠ ଯନ୍ତ୍ରୀ ବି. ତାଜେଶ୍ୱର ରାଓଙ୍କୁ ଡିଆରଏମ୍ ଖଡ଼ଗପୁର କଲେ ସମ୍ମାନିତ
ବାଲେଶ୍ୱର, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରେଳ ସୁରକ୍ଷା କ୍ଷେତ୍ରରେ ଅସାଧାରଣ ସତର୍କତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବାଲେଶ୍ୱରର ବରିଷ୍ଠ ସେକ୍ସନ ଇଞ୍ଜିନିୟର (କ୍ୟାରେଜ୍ ଓ ୱାଗନ୍) ଶ୍ରୀ ବି. ତାଜେଶ୍ୱର ରାଓଙ୍କୁ ମଙ୍ଗଳବାର ଖଡ଼ଗପୁରରେ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଲଲିତ…
ଶାନ୍ତିକାନନରେ ପାଳିତ ହେଲା ପ୍ରଖ୍ୟାତ ଚିତ୍ରଶିଳ୍ପୀ କଲ୍ଲୋଳ କୁମାର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା: କଳା ଓ ସାଂସ୍କୃତିକ…
ବାଲେଶ୍ୱର, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସେନାପତିଙ୍କ ସ୍ମୃତିପୀଠ ଶାନ୍ତିକାନନ ପରିସରରେ ଗତକାଲି ସନ୍ଧ୍ୟାରେ ଦିବଙ୍ଗତ ଚିତ୍ରଶିଳ୍ପୀ, କଳାଶିକ୍ଷକ ତଥା ସାଂସ୍କୃତିକ କର୍ମୀ କଲ୍ଲୋଳ କୁମାର ଦାସଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।
ବରିଷ୍ଠ ଚିତ୍ରଶିଳ୍ପୀ…
‘ସମାଜ’ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ବଣ୍ଟନ : ବନ୍ୟା ବିପର୍ଯ୍ୟୟ ସମୟରେ…
ଓଡ଼ିଆ ବାର୍ତ୍ତା, ବାଲେଶ୍ବର,୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲାର ସଦର ବ୍ଲକ ସମେତ ସୋର, ସିମୁଳିଆ, ରେମୁଣା ଓ ବସ୍ତା ଆଦି ବ୍ଲକର ବିଭିନ୍ନ ପଞ୍ଚାୟତରେ ‘ସମାଜ’ ପକ୍ଷରୁ ତିନି ଦିନ ଧରି ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର ସହର ଉପକଣ୍ଠ ଓ ସଦର ବ୍ଲକ ବଇଁଚା ପଞ୍ଚାୟତରେ ରିଲିଫ…
ରେଳବାଇର ଖଡ଼ଗପୁର ଡିଭିଜନ ପକ୍ଷରୁ ବାଲେଶ୍ଵରରେ ଆରମ୍ଭ ହେଲା ଆରଆରବି ଲେଭେଲ-୧ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବସ୍…
ବାଲେଶ୍ୱର, ଅଗଷ୍ଟ ୩ (କୃଷ୍ଣ କୁମାର ମହାନ୍ତି): ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଲେଭେଲ-୧ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିଇଏନ୍ ନଂ ୦୯/୨୦୨୫) ଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍…
୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପାଇଁ ବାଲେଶ୍ୱରରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ
ବାଲେଶ୍ୱର, ଅଗଷ୍ଟ ୩ (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିଲ୍ଲା ସ୍ତରରେ ପାଳନ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସକୁ ସୁଚାରୁ, ସୁରକ୍ଷିତ, ଶୃଙ୍ଖଳିତ ଓ ଗରିମାମୟ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ…
ବରିଷ୍ଠ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ପାଇଲେ ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬
ବାଲେଶ୍ୱର, ୨/୮: ବାଲେଶ୍ୱରର ବରିଷ୍ଠ କବି, ସମ୍ପାଦକ, ଗାଳ୍ପିକ ଓ ଅନୁବାଦକ କୃଷ୍ଣ କୁମାର ମହାନ୍ତିଙ୍କୁ ଚଳିତ ବର୍ଷର ‘ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି। ଶନିବାର ବାଲେଶ୍ୱର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ-୨ ଠାରେ ଆୟୋଜିତ ବିଶିଷ୍ଟ ଜନନେତା ସ୍ୱର୍ଗତ ଅରୁଣ ଦେଙ୍କ ପଞ୍ଚମ…
ପାଳିତ ହେଲା ବିଶିଷ୍ଟ ଲୋକ-ନେତା ଅରୁଣ ଦେଙ୍କ ପଞ୍ଚମ ସ୍ମୃତି ସମାରୋହ: ଅରୁଣ ଦେ ଥିଲେ ଗୋଟିଏ ଚଳନ୍ତି ଅନୁଷ୍ଠାନ,…
ବାଲେଶ୍ଵର,୨/୮(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଜନନେତା ସ୍ୱର୍ଗତଃ ଅରୁଣ ଦେ କେବଳ ଜଣେ ନେତା ନଥିଲେ ସିଏ ଗୋଟିଏ ଚଳନ୍ତି ଅନୁଷ୍ଠାନ ଥିଲେ। ସାଧାରଣ ମେହନତୀ ମଣିଷଙ୍କ ଠାରୁ ଆରମ୍ଭ କରି ସମାଜର ସବୁସ୍ତରର ଲୋକଙ୍କର ସେ ଥିଲେ ସାହା ଭରଷା। ସେ ପ୍ରକୃତ ଅର୍ଥରେ ଥିଲେ ଲୋକଙ୍କର ନେତା। ସେ…
ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଆୟୋଜକଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ବାଲେଶ୍ୱର, ୨/୮ (କୃଷ୍ଣ କୁମାର ମହାନ୍ତି): ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅସଂଖ୍ୟ ରୋଗୀଙ୍କ ଜୀବନ ରକ୍ଷା କରିବା ସହ ସମାଜରେ ମାନବିକତା ଓ ସେବାଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଶିବିରଗୁଡ଼ିକୁ ସଫଳ ଭାବେ ଆୟୋଜନ…
ବାଲେଶ୍ୱରରେ ବନ୍ୟା ପରିସ୍ଥିତି: ରକ୍ତ ସଙ୍କଟକୁ ଦୂର କରିବ ପାଇଁ ଆଗକୁ ଆସିଲା ‘ସ୍ନୋ ଫେଷ୍ଟ ଟିମ’
ବାଲେଶ୍ଵର, ୨/୮(କୃଷ୍ଣ କୁମାର ମହାନ୍ତି): ସାମ୍ପ୍ରତିକ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମୁଖ୍ୟ ରକ୍ତ ଭଣ୍ଡାରରେ ଗୁରୁତର ରକ୍ତ ସଙ୍କଟ ଦେଖାଦେଇଛି। ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସିତ ହେଉଥିବା ରୋଗୀ, ଦୁର୍ଘଟଣାଗ୍ରସ୍ତ ଏବଂ ଥାଲାସେମିଆ…
ଅଂଶୀଦାରଙ୍କ ମତ ଆଧାରେ ନୂଆ ରୂପରେ ଆଗକୁ ବଢ଼ିବ ଫକୀରମୋହନ ବିଶ୍ବବିଦ୍ୟାଳୟ: ଉଦ୍ଯାପିତ ହେଲା ‘ରିଭିଜିଟ୍…
ବାଲେଶ୍ୱର, ୩୧/୦୭ (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା 'ରିଭିଜିଟ୍ ମିଶନ୍ ଏଫ୍.ଏମ୍.ୟୁ.-୨୦୨୬' ଅଂଶୀଦାର ପରାମର୍ଶ ବୈଠକ ଗୁରୁବାର ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିଶ୍ୱବିଦ୍ୟାଳୟ…