Sign in
Sign in
Recover your password.
A password will be e-mailed to you.
Browsing Category
ଅନୁଗୁଳ
କଣିହାଁରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ: ୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଅନୁଗୁଳ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୩୬ ମାସ ଭିତରେ ଏହି ୩ ପ୍ରକଳ୍ପ ଶେଷ କରାଯାଇ ୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ୩ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା…
ୱାର୍ଡେନ୍ଙ୍କ ନାଁରେ ନୋଟ୍ ଲେଖି ଛାତ୍ର ନିଖୋଜ, ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ପର୍ଜଙ୍ଗ : ସରାଙ୍ଗ ଇଞ୍ଜିନିୟରିଂ କଲେଜ ୱାର୍ଡେନ୍ଙ୍କ ନାମରେ ନୋଟ୍ ଲେଖି ଜଣେ ବି-ଟିକ୍ ଶେଷ ବର୍ଷ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଜିଆଇଟି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି…
ସାଢ଼େ ୪ଲକ୍ଷରେ ଅଙ୍ଗନବାଡ଼ି ପଦ ନିଲାମ!
ଅନୁଗୁଳ : ଚାକିରି ଦାମ୍ ସାଢ଼େ ଚାରି ଲକ୍ଷ। ଗାଁକୁ ଅଗ୍ରିମ ଟଙ୍କା ଦିଅ, ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କର। ଅନୁଗୁଳ ସହର ଉପକଣ୍ଠର ଏକ ଗାଁର ଅଙ୍ଗନବାଡି କର୍ମୀ ପଦ ପାଇଁ ଗାଁ ସଭାରେ ହୋଇଥିବା ଏପ୍ରକାର ମୂଲଚାଲ୍ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ମଜାଦାର୍ କଥା ହେଲା, ସାଢ଼େ…
ନାଲ୍କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ
ଅନୁଗୁଳ : ନାଲ୍କୋ ସ୍ମେଲଟର ପ୍ଲାଣ୍ଟରେ ଆଜି ୬ କୁଇଣ୍ଟାଲ ଗଞ୍ଜେଇ ଜାଳି ଦିଆଯାଇଛି। ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍କୋ ସ୍ମେଲଟର ପଟ୍ଲାଇନ୍ର ଲାଡର୍ ସପ୍ ବିଭାଗରେ ଏହାକୁ ଜାଳି…
୧୨ ଘଣ୍ଟିଆ ପାଲଲହଡା ବନ୍ଦ ।
ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ପାଲଲହଡା ଓକିଲ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି…