Sign in
Sign in
Recover your password.
A password will be e-mailed to you.
Browsing Category
ଅନୁଗୁଳ
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର
ରେଢ଼ାଖୋଲ : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ମୁଖ୍ୟ…
୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ
ଅନୁଗୋଳ, ୧୨।୨ : ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ ବଜାର, ଜାତୀୟ ରାଜପଥ ବନ୍ଦ କରାଯିବାର ଦେଖିବକୁ ମିଳିଛି। ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେଶନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ସର୍ବଭାରତୀୟ…
କାର ସହ ୨୨ କେଜି ଗଂଜେଇ ଜବତ। ଜଣେ ଗିରଫ
ରେଢ଼ାଖୋଲ : ରେଢ଼ାଖୋଲ ଥାନା ପୁରୁଣାଗଡ଼ ଛକରୁ ଅବକାରୀ ବିଭାଗ ଏକ କାରରୁ ୨୨ କେଜି ଗଂଜେଇ ଜବତକରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ପଟୁ ରେଢ଼ାଖୋଲ ରାସ୍ତାରେ ଏକ ମାରୁତି ସୁଜୁକି କାରରେ (ଓଡିଓ ୨ ବିଇ ୬୩୧୦) ଗଂଜେଇ ଚାଲାଣ ହେଉଥିବା ଅବକାରୀ…
ଦନ୍ତାର ତାଣ୍ଡବ: ଦୁଇ ଜୀବନ ଗଲା
ବନ୍ତଳା: ଅନୁଗୁଳ ବ୍ଲକ ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ…
ଯୌତୁକ ପାଇଁ ବଧୂହତ୍ୟା
ଅନୁଗୁଳ: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ତଣ୍ଡି ଚିପି ହତ୍ୟା କରିବା ମାମଲାରେ ତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ…
ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍
ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ।
ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…
ସାତକୋଶିଆରେ ଏମିତି ପର୍ଯ୍ୟଟନ: ଆଣ୍ଠେଇଛି ଗୃହ ଆତିଥ୍ୟ, ସଫାରି
ଅନୁଗୁଳ : ବଡ଼ ଯୋଜନା କରିଥିଲେ ସରକାର। ସାତକୋଶିଆରେ ପର୍ଯ୍ୟଟକଙ୍କୁ ଗାଁ ଲୋକଙ୍କ ଦ୍ବାରା ଗୃହ ଆତିଥ୍ୟ ଦିଆଯିବ। କେବଳ ଆତିଥ୍ୟ ନୁହେଁ, ପର୍ଯ୍ୟଟକଙ୍କୁ ସାତକୋଶିଆରେ ସଫାରିରେ ବୁଲାଇବାକୁ ବି ସ୍ବପ୍ନ ଦେଖାଇଥିଲେ। ହେଲେ ସବୁ ସ୍ବପ୍ନ କିନ୍ତୁ ଆରମ୍ଭରୁ ଝୁଣ୍ଟିଛି। ଗୃହ ଆତିଥ୍ୟ ଯୋଜନା…
ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ
ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି…
ଛେଣ୍ଡିପଦାରେ ଚାଞ୍ଚଲ୍ୟ: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜୟପଙ୍ଗା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ ହେଉଥିବା ବେଳେ ସ୍ୱାମୀ ନିଖୋଜ ରହିଛି।
ପଡୋଶୀଙ୍କ ସୂତ୍ରରୁ ପ୍ରକାଶ ଆଜି ସକାଳେ ପତିପତ୍ନୀଙ୍କ ମଧ୍ୟରେ…
ଅଭୟାରଣ୍ୟରେ ଶିକାରର ସାଙ୍ଘାତିକ ଚିତ୍ର: ବାଘ ମାରିଲେ, ସମ୍ବର ଖାଇଲେ!
ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁରୁ ଦୁଇଟା କଲରାପତରିଆ ବାଘ ହତ୍ୟା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଦ୍ୟୁତ୍ ଫାଶ ପକାଇ ଖାଲି ବାଘକୁ ହତ୍ୟା କରାଯାଇନି, ସେହି ଫାଶରେ ବି ଏକ ସମ୍ବରକୁ ବି ହତ୍ୟା କରାଯାଇଛି। ଏଥିସହିତ, ସମ୍ବର ମାଂସ କାଟି ଶିକାରୀ…