Browsing Category

ସ୍ତମ୍ଭ/ଗଳ୍ପ

ଅପମାନିତ ଦୁର୍ଯ୍ୟୋଧନ

ଅପମାନିତ ଦୁର୍ଯ୍ୟୋଧନ ============== ପାଣ୍ତବ ମାନେ କପଟ ପଶା ଖେକରେ ରାଜ୍ଯହରା ହୋଇ ସର୍ତ୍ତ ସ୍ୱରୂପ ଯାଇ ଦ୍ବୈତ ବନରେ ବନବାସ କରୁଥାନ୍ତି l ଏହି ସମୟରେ ଦିନେ ମନ୍ଦମତି ଶକୁନି ଓ କର୍ଣ୍ଣ, ଦୁର୍ଯ୍ୟୋଧନଙ୍କୁ କହିଲେ, ତୁମେ ଦ୍ବୈତବନ ଯାତ୍ରାକରି ଆନନ୍ଦ ଲାଭପାଇଁ ଥରେ ପାଣ୍ଡବମାନଙ୍କ…

ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ

ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ ================== ପ୍ରଭୁ ଶ୍ରୀରାମଙ୍କ ଲଙ୍କା ଅଭିଯାନ ସମୟର କଥା l ଲଙ୍କାକୁ ଯିବାପାଇଁ ବାନର ଓ ଭଲ୍ଲୁକ ମାନେ ବଡ଼ ବଡ଼ ପଥର ବୋହି ଆଣି ପାଞ୍ଚ ଦିନରେ ସେତୁବନ୍ଧ ନିର୍ମାଣ କରି ଦେଲେ l ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଥିବା, ନଳ ନୀଳ ସେତୁବନ୍ଧକୁ…

ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ

ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ =============== ସେଦିନ ଥିଲା 1934 ମସିହା,ଫେବୃଆରୀ ମାସ 3 ତାରିଖ l ସମୟ ଥିଲା ରାତି ଘ 1.20 ମିନିଟ୍ l ଏକ ଅତି ଦୁଃଖଦ ଖବର ସାରା ଉତ୍କଳର ଜନ ମାନସକୁ ଚହଲାଇ ଦେଲା l ଓଡିଶା ନବ ଜାଗରଣର ଆଦି ରୂପକାର, ବିନ୍ଧାଣି, କୁଳବୃଦ୍ଧ ମଧୁସୂଦନଙ୍କ ଜୀବନ ପ୍ରଦୀପ…

ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା

ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା ================ ବାଲ୍ମିକୀ ରାମାୟଣର କଥା l ଶ୍ରୀରାମ ଲକ୍ଷ୍ମଣ ଋଷି ବିଶ୍ଵାମିତ୍ରଙ୍କ ସିଦ୍ଧାଶ୍ରମରେ ପହଞ୍ଚି, ସୁବାହୁ ନାମରେ ଏକ ଭୟଙ୍କର ରାକ୍ଷସଙ୍କୁ ବଧକଲେ l ରାମଙ୍କ ବାଣ ପ୍ରହାରରେ ଅନ୍ୟ ଗୋଟେ ରାକ୍ଷସ ମାରିଚ କୁଆଡ଼େ ପଳାଇଗଲା l ଶ୍ରୀରାମ…

ମହାଭାରତର ମହଯୋଦ୍ଧା ଚେକିତାନ

ମହାଭାରତର ମହଯୋଦ୍ଧା ଚେକିତାନ =================== ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ୍‌ l ପୁରୁଜିତ୍, କୁନ୍ତିଭୋଜଶ୍ଚ ଶୈବଶ୍ଚ ନର ପୁଙ୍ଗବଃ ll ଶ୍ରୀମଦ୍ଭଗବତ୍ ଗୀତା ପ୍ରଥମ ଅଧ୍ୟାୟର ଏହି ପଞ୍ଚମ ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରକୁ କହୁଛନ୍ତି ଆପଣଙ୍କ ପୁତ୍ର…

ଆମ୍ବ ଓ କୋଇଲି କଥା

ଆମ୍ବ ଓ କୋଇଲି କଥା ============== ଶ୍ରୀରାମଙ୍କ ଶିବଧନୁ ଭଗ୍ନପରେ ସମଗ୍ର ଜନକପୁରୀ ସୀତା ଓ ତାଙ୍କ ଅନ୍ୟ ତିନିଭଉଣୀ ଉର୍ମିଳା ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀଙ୍କ ଵିଵାହ ପାଇଁ ଉତ୍ସବ ମୁଖର ହୋଇ ଉଠିଲା l ଯଥାକାଳେ ଵିଵାହ ସମ୍ପନ୍ନହେଲା l ରାଜା ଜନକ ଓ ରାଣୀ ସୁନୟନା ବହୁ ଧନରତ୍ନ ଗଜବାଜି…

ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ

ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ ================= ରାଜା ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମ ହୋଇ ଥିଲେ ଗୌରବମୟ ଭରତବଂଶର ପ୍ରତିଷ୍ଠାତା ରାଜ ଚକ୍ରବର୍ତ୍ତୀ ମହାରାଜ ଭରତ l ଶ୍ରୀମଦ୍ ଭାଗବତର ବର୍ଣ୍ଣନାନୁଯାୟୀ ସେ ପୃଥିବୀରେ ସତେଇଶି ହଜାର ବର୍ଷ ପର୍ଯ୍ୟନ୍ତ ଏକଛତ୍ର ଶାସନ…

କୋଶଳ କୁମାରୀ କୌଶଲ୍ୟା

କୋଶଳ କୁମାରୀ କୌଶଲ୍ୟା ================= ଅଯୋଧ୍ୟାପତି ମହାରାଜ ଦଶରଥଙ୍କର ଥିଲେ ସାତ ଶହ ପଚାଶ ରାଣୀ l ସେମାନଙ୍କ ଭିତରେ ତିନିଜଣ ପାଟରାଣୀ ଥିଲେ କୌଶଲ୍ୟା କୈକେଈ ଓ ସୁମିତ୍ରା l ବହୁଦିନଧରି ଦଶରଥଙ୍କର କୌଣସି ସନ୍ତାନ ସନ୍ତତି ହେଉ ନଥିଲେ l ଶେଷରେ ରୁଷ୍ୟଶୃଙ୍ଗ ମୁନିଙ୍କ ଯଜ୍ଞ ଚରୁ…

ସାଧାରଣତନ୍ତ୍ରର ଇତିବୃତ୍ତ

ସାଧାରଣତନ୍ତ୍ରର ଇତିବୃତ୍ତ ================ ଆମ୍ଭର ପ୍ରାଚୀନ ଶାସ୍ତ୍ର ଓ ବୌଦ୍ଧିକ ଗ୍ରନ୍ଥ ମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ, ପ୍ରାଚୀନ ଭାରତରେ ନାଗରିକ ଗଣ ବହୁ ଗଣରାଜ୍ୟ ସୃଷ୍ଟି କରିଥିଲେ l ବିଶ୍ୱ ମାନବକୁ ମାନବିକତା ତଥା ଏକତାର ମନ୍ତ୍ର ଆମର ଏ ଭାରତବର୍ଷ ହିଁ ଶିଖାଇ ଥିଲା l ସମସ୍ତ…

ଧଳାଫୁଲ ନାଁ ନାଲିଫୁଲ

ଧଳାଫୁଲ ନାଁ ନାଲିଫୁଲ ============== ଦତ୍ତାତ୍ରେୟପନ୍ଥୀ ସ୍ବାମୀ ସମର୍ଥ ଉନବିଂଶ ଶତକର ଜଣେ ମହାନ୍ ସାଧକ l ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ତାଙ୍କର ବହୁ ମଠ ଅଛି l ସେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜଣେ ପରମଭକ୍ତ l ପ୍ରଭୁ ଶ୍ରୀରାମ ଏବଂ ରାମାୟଣ ଉପରେ ସୁନ୍ଦର ପ୍ରବଚନଦେଇ ସେ ଶ୍ରୋତାଙ୍କୁ…