Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦେବ ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ…
ବିଜେପି ଜାତୀୟ ସଭାପତି ଭାବରେ ନିର୍ବାଚିତ ହେଲେ ନୀତିନ ନବୀନ
ନୂଆଦିଲ୍ଲୀ: ନୀତିନ ନବୀନ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପିର ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀତିନ ନବୀନ ଜାତୀୟ ସଭାପତି ପଦ ପାଇଁ ପ୍ରସ୍ତାବିତ ଏକମାତ୍ର ପ୍ରାର୍ଥୀ ଥିଲେ। ମୋଟ ୩୭ ଟି ଆସନ ପାଇଁ…
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ
ଭୁବନେଶ୍ୱର : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି । ପୂର୍ବରୁ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁଣି ନଭେମ୍ବରରେ ନୂଆପଡ଼ା ଉପନିର୍ବାଚନ ବେଳେ ଓଡ଼ିଶା ଗସ୍ତ କରି ସେ ଗଛ ଲଗାଇବା ଆରମ୍ଭ କଲେ…
ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି…
ଭୁବନେଶ୍ୱର : ବିଜେଡି ବିରୋଧରେ ଚାଲିଥିଲା ମିଡ୍ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…
ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ
କଟକ : ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ…
ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ
ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ପିଏମକେ ଏନଡିଏ ସହିତ ମେଣ୍ଟ ଘୋଷଣା କରିଛି। ଏହି ଘୋଷଣା ଶାସକ ଡିଏମକେର ଚିନ୍ତା ବଢାଇଛି। ପ୍ରକୃତରେ ଆଜି ସକାଳେ ପିଏମକେ ନେତା ଅମ୍ବୁମଣି ତାଙ୍କ ବାସଭବନରେ ପଲାନିସ୍ୱାମୀଙ୍କୁ ଭେଟିଥିଲେ।…
ପାଣ୍ଡିଆନଙ୍କ ସଭା ଆୟୋଜନ ନେଇ ଖୋଳତାଡ଼
ଭୁବନେଶ୍ବର : ଅଭିଯୋଗର ୬ମାସ ପରେ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସଭା ଆୟୋଜନରେ କିଭଳି ସରକାରୀ ପାଣ୍ଠି ଖର୍ଚ୍ଚ ହୋଇଥିଲା ତାହାର…
ନିର୍ବାଚନ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ – ମୁଖ୍ୟ ନିର୍ବାଚନ କମିଶନର
ଡେସ୍କ: ଭାରତର ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ…
ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି। ରାଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେଡିରେ ଯୋଗଦେଇଛନ୍ତି।
ଅଂଶୁମାନଙ୍କ ସହିତ ଶତାଧିକ କର୍ମୀ କଂଗ୍ରେସ…
ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି – ପ୍ରିୟଙ୍କା ଗାନ୍ଧୀ
ଡେସ୍କ: ପରିସଂଖ୍ୟାନ ଅନୁଯାୟୀ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲି ଅଛି। ଆମର କୋଟି କୋଟି ଯୁବକ ଚାକିରୀକୁ ଅପେକ୍ଷା କରିଛନ୍ତି, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଏହି ପଦବୀ ପୂରଣ ପାଇଁ କେବଳ କହିବା ବ୍ୟତୀତ ଆଉ କିଛି କରିନାହାଁନ୍ତି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା…