Browsing Category

ଓଡିଶା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହଜାର ହଜାର ତ୍ରୁଟି

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହଜାର ହଜାର ତ୍ରୁଟି ରହିଛି।ଏହା ଆଦୌ କୌଣସି ଉପାୟରେ ମଧ୍ୟ ପାଠ୍ୟ ପୁସ୍ତକ ରୂପେ ଗ୍ରହଣୀୟ ନୁହେଁ। ସରକାର କୋଟିକୋଟି ଟଂକା ଖର୍ଚ୍ଚ କରି ବହି ଛପାଇଲେ। ପିଲାଙ୍କୁ ଏହି ବହିଗୁଡ଼ିକ ଦେଲେ। ପିଲାମାନଙ୍କ ର ଏହା କୌଣସି କାମରେ…

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଏବଂ ଆଗକୁ ବଢ଼ିବାର ଉପାୟ ବିଷୟରେ ସୂଚନା…

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଏଫ୍.ସି.ଆର୍.ଏ.୨.୦ ପୋର୍ଟାଲ ଏବଂ ଇ-ଓ.ସି.ଆଇ. କାର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ବୈଦେଶିକ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି) ର ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ…

୨୦୨୪ ନିର୍ବାଚନ ପରେ ସତେ ଯେମିତି ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ। ନିଜ ଗଡ଼କୁ ଭୁଲିଗଲେଣି କି ନବୀନ ?

ଗଞ୍ଜାମ : ହିଂଜିଳି ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗଡ଼। ଯେଉଁଠୁ ସେ ଲଗାତାର ୬ ଥର ବିଜୟୀ ହୋଇଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ପରେ ସତେ ଯେମିତି ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ। ଦୁଇ ବର୍ଷରେ ମାତ୍ର ଥରଟିଏ ନିଜ ନିର୍ବାଚନମଣ୍ଡଳୀକୁ ଯାଇଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ; ଅଭିଯୁକ୍ତ ଅଟକ

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାଟି ଫତେପୁର ପଞ୍ଚାୟତର ଲେଞ୍ଜରା ଛକ ନିକଟରେ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ…

ଭିଜିଲାନ୍ସ ଜାଲରେ ଭିମସାର କମ ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ

ବୁର୍ଲା : ବୁର୍ଲାସ୍ଥିତ ଭିମସା ର ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବୁଧବାର ଏକକାଳୀନ ଚଢ଼ାଉ କରାଯାଇଛି।ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି,…

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ : ସାରା ଦେଶରେ ଅନେକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ପେଟ୍ରୋଲ ଏବଂ ଡିଜେଲରୁ ଆରମ୍ଭ କରି ଏଲପିଜି, ଆଧାର, ରେଳବାଇ, ପାସପୋର୍ଟ, କ୍ରେଡିଟ୍ କାର୍ଡ ଏବଂ ଯାନବାହାନ ମୂଲ୍ୟ ପର୍ଯ୍ୟନ୍ତ,…

ହ୍ୱାଟ୍ସଆପ୍ ଆଣିଲା ବଡ ପରିବର୍ତ୍ତନ:ମୋବାଇଲ୍ ନମ୍ବର ନୁହେଁ,ୟୁଜରନେମ୍‌ରେ ହେବ ଚାଟ୍!

ନୂଆଦିଲ୍ଲୀ:ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ହ୍ୱାଟ୍ସଆପ୍ ଆଣୁଛି ବଡ଼ ପରିବର୍ତ୍ତନ। ବ୍ୟବହାରକାରୀମାନେ  କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ ଥିବା…

ପଟିଦିଅଁ ଅଙ୍କନ ଉତ୍ସବର ପରିସମାପ୍ତି: ତିନି ପଟିଦିଅଁଙ୍କ ଆଠ ଜଗନ୍ନାଥ ମନ୍ଦିରକୁ ବିଜେ ଶୋଭାଯାତ୍ରା

ବାଲେଶ୍ୱର, ୩୦/୬(କୃଷ୍ଣ କୁମାର ମହାନ୍ତି): ନୋସି କଲଚରାଲ ଏକାଡେମୀ ଓ ବାଲେଶ୍ୱରୀ କଳା କେନ୍ଦ୍ରର ମିଳିତ ସହଯୋଗରେ ବାମପଦାସ୍ଥିତ ନୋସି ଉତ୍କଳା ପରିସରରେ ଆୟୋଜିତ ୬ଦିନିଆ ୧୨ତମ ପଟିଦିଅଁ ଅଙ୍କନ ଉତ୍ସବ ଭକ୍ତିମୟ ପରିବେଶରେ ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ଅନ୍ତିମ ଦିବସରେ ଅନନ୍ତ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ୫୯୧ତମ ‘ଗଜପତି ଦିବସ’ : କପିଳେନ୍ଦ୍ର ଦେବଙ୍କ ନୀତିକୁ ନେଇ ଆତ୍ମ-ଅନୁଶୀଳନର…

ଭୁବନେଶ୍ୱର, ୩୦/୬(କୃଷ୍ଣ କୁମାର ମହାନ୍ତି) ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ସୂର୍ଯ୍ୟବଂଶୀ ଗଜପତି ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ରାଜ୍ୟାଭିଷେକ ଉତ୍ସବ ‘ଗଜପତି ଦିବସ’ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ…