Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା; ଦିନିକିଆ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା!
ନୂଆଦିଲ୍ଲୀ :ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଶିବିରରୁ ଆସିଲା ଦୁଃଖଦ ଖବର। ଫିଟ୍ ଘୋଷଣା ହେବାର ମାତ୍ର ଗୋଟିଏ ଦିନ ପରେ ପୁଣି ଆହତ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ସେ ସମ୍ପୂର୍ଣ୍ଣ ବାଦ୍…
ଭାଷା ବିକାଶ ଆନ୍ଦୋଳନ ତରଫରୁ ପାଳିତ ହେଲା ପୁରାତନ କବିଙ୍କ ରଚନାର ଗାୟନୋତ୍ସବ
ବାଲେଶ୍ୱର, ୧୦/୦୬(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ଆନୁକୂଲ୍ୟରେ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟରେ ‘ପୁରାତନ କବିଙ୍କ ରଚନାର ଗାୟନୋତ୍ସବ’ ପାଳିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସଭାରେ ପୌରୋହିତ୍ୟ କରି ମତବ୍ୟକ୍ତ…
ଆଇସିସି ମହିଳା ଟି୨୦ ବ୍ୟାଟର ମାନ୍ୟତା ; ଶୀର୍ଷ ୧୦ରେ ହରମନପ୍ରୀତ
ନୂଆଦିଲ୍ଲୀ : ଆଇସିସି ମହିଳା ଟି୨୦ ବିଶ୍ବକପ୍ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ…
ଡ୍ରେନ ନିର୍ମାଣରେ ବାଧକ ସାଜୁଛି କୁଟରାଜନୀତି..
ଗଜପତି: ପାରଳାଖେମୁଣ୍ଡି ମୁଖ୍ୟରାସ୍ତାର ଶ୍ରୀକୃଷ୍ଣ ସିନେମା ହଲ ସମ୍ମୁଖ ରେ ଥିବା ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହା ନିକଟରେ ଥିବା ପୁରାତନ ଏକ ଡ୍ରେନର ଦୂଷିତ ପାଣି ପଟନାୟକ ବନ୍ଧ ଭିତରେ ପଶି ପୋଖରୀର ପାଣି ଦୂଷିତ ହେଉଥିଲା, ସ୍ଥାନୀୟ ଲୋକ ବିରୋଧ କରି ବିଧାୟକ…
Governor Ravi Inspires Students to Dream Big and Embrace Holistic Growth
Kolkata (8/6):At a felicitation ceremony, Governor Ravi encouraged students to set ambitious goals and work tirelessly toward achieving them with dedication, discipline, and determination. Addressing the young achievers, he emphasized the…
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ରାଜ୍ୟର ଗୃହରକ୍ଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୃହରକ୍ଷୀ ମାନଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟରତ…
ପ୍ରଥମଥର ପାଇଁ ବାଲେଶ୍ୱରେ ଅନୁଷ୍ଠିତ ହେଲା ଅନୁଭବଙ୍କ ଗ୍ରାଣ୍ଡ୍ ମ୍ୟୁଜିକ୍ ରିଲିଜ୍ ଶୋ : ରଜରେ ଧମାକା କରିବ ଫିଲ୍ମ…
ବାଲେଶ୍ୱର, ୯ ଏପ୍ରିଲ(କୃଷ୍ଣ କୁମାର ମହାନ୍ତି): ରଜ ପର୍ବକୁ ଆହୁରି ରଙ୍ଗୀନ କରିବା ପାଇଁ ରିଲିଜ୍ ଅପେକ୍ଷାରେ ଥିବା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ‘ଛକିଶୂନ’ର ପ୍ରଥମ ପ୍ରମୋସନ କାର୍ଯ୍ୟକ୍ରମ ବାଲେଶ୍ୱରେ ଠାରେ ଅନୁଷ୍ଠିତ ହୋଇଯାଇଛି।
୧୨ ଜୁନ୍ ଅର୍ଥାତ୍ ରଜରେ ମୁକ୍ତିଲାଭ…
ଆଠ ଦିନ ହେଲା ସାହି ମଝିରେ ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ, ବିପଦ ମଧ୍ୟରେ ଜୀବନ କାଟୁଛନ୍ତି ଲାବା ଗ୍ରାମବାସୀ”
ଗଜପତି ୯/ ୬/୨୬ :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ଲାବାର ଗ୍ରାମରେ କାଳବୈଶାଖୀ ବର୍ଷା ଓ ପବନର ପ୍ରଭାବରେ ଏକ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଦୀର୍ଘ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ସ୍ଥାନାନ୍ତର ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ…
ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି, ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ 4…
ଆର, ଉଦୟଗିରି 9/6:ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରୁ ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଘଟିଥିବା ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା…
କର୍କଟ ରଗରେ ପୀଡିତ ଜିସାୟ କନ୍ଧ ପାଇଁ ଅର୍ଥ ସାଜିଛି ବାଧକ ।
ଆର, ଉଦୟଗିରି-: କର୍କଟ ରଗରେ ପୀଡିତ ଜିସାୟ କନ୍ଧ ପାଇଁ ଅର୍ଥ ସାଜିଛି ବାଧକ... ଗଜପତି ଜିଲ୍ହା ମୋହନା ବ୍ଲକ ଅଧିନସ୍ଥ ଡେଙ୍ଗେଶ ଖାଲ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପେଟା ଗ୍ରାମର କୁଡ଼କି କନ୍ଧ ଙ୍କ ପୁଅ ଜିସାୟ କନ୍ଧ ବୟସ 20ବର୍ଷ ସେ ଭୁବନେଶ୍ୱର ଡିପ୍ଲୋମା ଇଞ୍ଜିନିଅରଇଂ ପ୍ରଥମ ବର୍ଷର ଛାତ୍ର…