Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ
ଭୁବନେଶ୍ୱର: ଓଡ଼ିଶାର ସରକାରୀ ଦନ୍ତ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ପୋଷ୍ଟ-ଗ୍ରାଜୁଏଟ୍ ଦନ୍ତ ଚିକିତ୍ସକଙ୍କୁ ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ ଦେବାକୁ…
MMDR ସଂଶୋଧନ ବିଲ୍କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ
ଭୁବନେଶ୍ବର: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ଚର୍ଚ୍ଚା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତିଉତ୍ତର ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ଭୟ ସୃଷ୍ଟି କରିବା କିମ୍ବା ଲୋକଙ୍କୁ ବିଭ୍ରାନ୍ତ କରିବା ଅନୁଚିତ ବୋଲି ସେ…
ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ଭୁବନେଶ୍ଵର: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ନାଲକୋ ଓ ଆଦାନୀ ଗ୍ରୁପ୍ର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଭବିଷ୍ୟତ ନିବେଶ ଯୋଜନା ଓ…
ଉଜ୍ବେକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ତାସକେଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉବେଜକିସ୍ତାନର ତାସକେଣ୍ଟରେ ପହଞ୍ଚିବା ପରେ ବିମାନବନ୍ଦରରେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକଟ୍ ମିଜିୟୋୟେଭ ତାଙ୍କୁ ସ୍ବାଗତ କରିଥିଲେ। ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ସେଠାକୁ ଯାଇଛନ୍ତି। ସୂଚନାଥାଉ କି ମୋଦୀ…
ଏନ୍ଡିଏରେ ଫାଟ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଚିରାଗ
ନୂଆଦିଲ୍ଲୀ: ଦଳିତକୁ ମିଳୁଥିବା ସଂରକ୍ଷଣକୁ ନେଇ ଏନ୍ଡିଏରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କେନ୍ଦ୍ର କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନରାମ ମାଞ୍ଝିଙ୍କୁ ଇସ୍ତଫା…
କିଭ୍ ଉପରେ ରୁଷ୍ର ଆକ୍ରମଣ, ୩୭ ମୃତ
କିଭ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ରୁଷ୍ ଶୁକ୍ରବାର ରାତିରେ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ ଜାରି ରହିଥିବାବେଳେ କିଭ୍ ନିକଟସ୍ଥ ବୁଚା ଜିଲାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନୀୟ…
ସ୍ମାର୍ଟ PDSରେ ରାସନ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବାରମ୍ବାର ଫିଙ୍ଗର ସ୍କାନ୍, ସର୍ଭର ସମସ୍ୟାରେ ଘଣ୍ଟା ଘଣ୍ଟା…
ଗଜପତି,29.8(ମନୋଜ ପାଢ଼ୀ)-: ଗରିବ ଓ ଆବଶ୍ୟକତା ଥିବା ପରିବାରଙ୍କୁ ସୁବିଧାରେ ରାସନ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ସରକାର ପକ୍ଷରୁ ସ୍ମାର୍ଟ PDS ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ରାସନ ହିତାଧିକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ…
କୋଣ୍ଡାବାବୁଙ୍କ ବିୟୋଗରେ ଭାବବିହ୍ୱଳ ଏନ୍. ଭାସ୍କର ରାଓ
ରାୟଗଡ଼ା(ଭି ଗୌରୀ ଶଙ୍କର ): ରାୟଗଡ଼ା ରାଜନୀତିରେ ବରିଷ୍ଠ ବିଜେପି ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ଯିଏ କୋଣ୍ଡାବାବୁ ନାମରେ ପରିଚିତ ଥିଲେ, ତାଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। କୋଣ୍ଡାବାବୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି…
୧୧୧ତମ ବାଘାଯତୀନ ଶହୀଦ ଦିବସ ପାଇଁ ପ୍ରସ୍ତୁତି ବୈଠକରେ ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଗରିମାମୟ କରିବା ଉପରେ ହେଲା…
ବାଲେଶ୍ୱର, ଅଗଷ୍ଟ ୨୯ (କୃଷ୍ଣ କୁମାର ମହାନ୍ତି): ମହାନ ବିପ୍ଳବୀ ବାଘାଯତୀନଙ୍କ ୧୧୧ତମ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ନେଇ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,…
ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ: ତୃଣମୂଳସ୍ତରରେ ଆଇନ ସଚେତନତା ପହଞ୍ଚାଇବାକୁ…
ବାଲେଶ୍ୱର, ୨୯/୮ (କୃଷ୍ଣ କୁମାର ମହାନ୍ତି): ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ, ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ତୃଣମୂଳସ୍ତରରେ ଆଇନର ପ୍ରଭାବୀ କାର୍ଯ୍ୟକାରିତା ନେଇ ‘ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଆଇନ-୨୦୦୫’ ଉପରେ ଜିଲ୍ଲାସ୍ତରୀୟ…