Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ଆତ୍ମସାତ ଅଭିଯୋଗରେ ମହିଳା ଗିରଫ ।
ଗଜପତି,31.8(ମନୋଜ ପାଢ଼ୀ) :-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରି ଏକାଉଣ୍ଟରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୁଲିସ ଜଣେ ଅଭିଯୁକ୍ତା ମହିଳା ସିଦ୍ଦା କୁମାର ଓରଫ୍…
ପାରଳାରେ ସ୍ବାୟତ୍ତ ଶାସନ ଦିବସ ମହାଆଡମ୍ବରରେ ପାଳିତ ।
ଗଜପତି,୩୧.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟଠାରେ "ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ-୨୦୨୬" ପାଳିତ ହୋଇଯାଇଛି। ବଡି ଭୋରରୁ ସହରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସକାଳ ୬ ଘଣ୍ଟା ସମୟରେ ସମସ୍ତ ବରପୁତ୍ର ମାନଙ୍କ…
National Sports Day Celebrated with Enthusiasm at Rasol
Khordha (29/8): National Sports Day 2026 was celebrated with great enthusiasm at Rasol in Bolgarh Block of Khordha district on August 29. The programme was organised by Ramakrishna Mission, Bhubaneswar, in cooperation with Sri Ramakrishna…
ଭାରତୀୟ ଜାତୀୟ ଆନ୍ଦୋଳନ ଭାବରେ “ବନ୍ଦେ ମାତରମର ପରିଚୟ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
କୋଲକାତା(୩୦/୮) :କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଭାରତୀୟ ସଂଗ୍ରହାଳୟ, ଇ.ଜେଡ.ସି.ସି, ସଂସ୍କୃତ ବିଶ୍ୱବିଦ୍ୟାଳୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଏବଂ ଶାନ୍ତିନିକେତନ ସାହିତ୍ୟପଥର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି l ଆଲୋଚନାଚକ୍ରର ଉଦଯାପନୀ…
ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଆୟୋଜିତ।
ଗଜପତି (ମନୋଜ ପାଢ଼ୀ): ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ଜାତୀୟ କ୍ରୀଡ଼ା ଦିବସର ତୃତୀୟ ତଥା ଶେଷ ଦିବସରେ ସଦର ମହକୁମା ଠାରେ ଏକ ସାଇକଲ ରାଲି ଆୟୋଜିତ ହୋଇଯାଇଛି।
ଉକ୍ତ ରାଲି ସ୍ଥାନୀୟ ମହାରାଜାଙ୍କ ବାଳକ…
ଓଡିଶାର ହିମାଳୟ ମହେନ୍ଦ୍ରଗିରିରେ ସ୍କୁଟି ଦୁର୍ଘଟଣା, ଜଣେ ମୃତ, ଜଣେ ଆହତ ।
ଗଜପତି, 30/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ଖୋର୍ଦ୍ଧା…
ଦାଦନ ଶ୍ରମିକଙ୍କ ଯାତନାର ଅନ୍ତ କେବେ?
ଗଜପତି, 30/8(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରୁ କାମ ଧନ୍ଦା ଅନ୍ବେଷଣରେ ପରିବାର ପରିପୋଷଣ ପାଇଁ ଘର ଦ୍ୱାର ଛାଡି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଅନେକ ବ୍ୟକ୍ତି ଯାଉଛନ୍ତି. ହେଲେ କୌଣସି ନା କୌଣସି କାରଣରୁ ଏହି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ସେଠାରେ ହେଉଥିବା ଯୋଗୁଁ ରୋଜଗାରିଆ…
ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ
ଗଜପତି (ମନୋଜ ପାଢ଼ୀ);ଅସୁସ୍ଥ ଶିଶୁଙ୍କୁ ଦେଖି ଭାବବିହ୍ୱଳ, ତୁରନ୍ତ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଲେ ପରାମର୍ଶ ରୋଗୀଙ୍କ ପାଇଁ ହସ୍ପିଟାଲ କେବଳ ଏକ ଚିକିତ୍ସା କେନ୍ଦ୍ର ନୁହେଁ, ଏହା ଅସହାୟ ମଣିଷଙ୍କ ଆଶା ଓ ଭରସାର ସ୍ଥାନ। ଏଠାକୁ ଆସୁଥିବା ପ୍ରତ୍ୟେକ ରୋଗୀ ନିଜ ଜୀବନ ଓ ସୁସ୍ଥତା…
ରାଧାରମଣ ମଠରେ ଝୁଲଣ ଯାତ୍ରା
ପଟ୍ଟାମୁଣ୍ଡାଇ ତା ୩୦/୮: କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ…