Browsing Category

ଓଡିଶା

ବଢ଼ିଲା ବାତ୍ୟା ଚର୍ଚ୍ଚା: ନେଲୋରରୁ ପାରାଦ୍ବୀପ ମୁହାଁଇପାରେ

ଭୁବନେଶ୍ୱର: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା…

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍‌ଘାଟନ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

ପ୍ରବାସୀ ଭାରତୀୟଙ୍କ ପାଇଁ ଆମେ ଗର୍ବିତ: ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର : ପ୍ରବାସୀ ଭାରତୀୟମାନଙ୍କ ପାଇଁ ଆମେ ଗର୍ବିତ। କେବଳ ଆମେ ନୁହେଁ, ସାରା ଦେଶ ଗର୍ବିତ। ବିଦେଶରେ ପ୍ରବାସୀମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ଵର ଜନତା ମଇଦାନଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ…

ରାସନ କାର୍ଡ଼କୁ ନେଇ ବଡ଼ ଖବର: ଜାନୁଆରୀ ୩୧ ଇ-କେୱାଇସି ଶେଷ ତାରିଖ

ଭୁବନେଶ୍ଵର: ରାସନ କାର୍ଡ଼କୁ ନେଇ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜାନୁଆରୀ ୩୧ ଇ-କେୱାଇସି ପାଇଁ ଶେଷ ତାରିଖ ରହିଛି। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।…

ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ , ଆମୁଣି ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଆମୁଣି ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ୧୭.୧୨.୨୦୨୪ ଏବଂ ୧୮.୧୨.୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବ ର ଉଦଘାଟନ ଦିବସ ରେ…

ଆଜିଠୁ ଐତିହାସିକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍‌ଘାଟନ କରିବେ। ଏଥିରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ (ହାଇ କମିସନର) ଯୋଗଦେବେ। ଗଣକବି…

ମାଆ ସମଲେଶ୍ଵରୀ

ଓଡ଼ିଶାରେ ଅବସ୍ଥିତ ବଶକ୍ତି ପୀଠ ମାନଙ୍କ ମଧ୍ୟରେ ମା' ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ଓଡ଼ିଶାରେ, ପଡ଼ୋଶୀ ଛତିଶଗଡ଼ ତଥା ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତିମୟୀ ମାଆ l ମାଆ ଉତ୍କଳ ଜାହ୍ନବୀ ମହାନଦୀ ତୀର ବିହାରିଣୀ l…

ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ

ଭୁବନେଶ୍ବର : ଆକାଶରୁ ନିଆଁ ବର୍ଷୁଛି। ୪୦ ଡିଗ୍ରୀ ତାପମାତ୍ରାରେ ଫୁଟୁଛି ସାରା ରାଜ୍ୟ। ୮ଟା ବାଜିଲେ ପଡୁଛି ଟାଣଖରା। ଉପକୂଳରୁ ଦକ୍ଷିଣ ଏବଂ ଉତ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ପ୍ରଚଣ୍ଡ ତାତି। ପୂର୍ବାହ୍ଣ ୧୧ଟା ବେଳକୁ ପାରଦ ୪୦ଡିଗ୍ରୀ ମୁହାଁଉଛି। ତାତିରେ ଘରୁ ବାହାରକୁ ବାହାରିବା କଷ୍ଟକର…

ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରାଯାଇଛି। ସାମ୍ନାକୁ ଆସିଛି ଆଉ ଏକ ପ୍ରାର୍ଥୀ ତାଲିକା। ରାଉରକେଲା – ଦିଲୀପ ରାୟ ପାଟଣା – ଅଖିଳ ଚନ୍ଦ୍ର ନାୟକ ସାରସକଣା – ଭାଦବ ହାଁସଦ ରାଇରଙ୍ଗପୁର – ଜୋଲେନ ବରଦା ବାଙ୍ଗିରିପୋଷି – ସଂଜଲୀ ମୁର୍ମୁ…

ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି।

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି। ତେଣେ…