Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬,
ଭୁବନେଶ୍ୱର : ବୁଧବାରଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬ । ୨୧, ୨୨ ଓ ୨୩ ତାରିଖ ୩ ଦିନ ଧରି ମେଳା ଚାଲିବ । ଚଳିତବର୍ଷ ଆକର୍ଷଣ ପାଲଟିବ ହରିଆଣାର ବାହୁବଳୀ 'ସୁରବୀର' ଓ 'ଇନ୍ଦର' ମଇଁଷି ଷଣ୍ଢ । ଡଗ ସୋ ବି ଅନ୍ୟତମ ଆକର୍ଷଣ…
ବିଜେପି ଜାତୀୟ ସଭାପତି ଭାବରେ ନିର୍ବାଚିତ ହେଲେ ନୀତିନ ନବୀନ
ନୂଆଦିଲ୍ଲୀ: ନୀତିନ ନବୀନ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପିର ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀତିନ ନବୀନ ଜାତୀୟ ସଭାପତି ପଦ ପାଇଁ ପ୍ରସ୍ତାବିତ ଏକମାତ୍ର ପ୍ରାର୍ଥୀ ଥିଲେ। ମୋଟ ୩୭ ଟି ଆସନ ପାଇଁ…
ଦ୍ରୌପଦୀ ଦେବୀ ବାଲଭବନ ଓ ଦ୍ରୌପଦୀ ଦେବୀ ଭିନ୍ନ କ୍ଷମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ।
ବଡ଼ବିଲ : ବଡ଼ବିଲ ର ଜିଲ୍ଲା ପ୍ରଥମ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ର ଉଣିଶି ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନ ହଲ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ରାକେଶ କୁମାର ପଣ୍ଡା ଓ ସେଣ୍ଟ ମେରୀ…
ସାହିତ୍ୟ ପତ୍ରିକା ” ଉତ୍କଳ ବିଳାସ ” ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।
କଲକାତା : ରବିବାରର ପାବନ ସନ୍ଧ୍ୟା ଲୋକାର୍ପିତ ହେଲା ସାହିତ୍ୟ ପତ୍ରିକା ଉତ୍କଳ ବିଳାସ ।
କରୁଣାକର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସସମାରୋହର ଶୁଭାରମ୍ଭ ଡା ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା ରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଅନୁପ ଶତପଥୀ , ମୁଖ୍ୟ ବକ୍ତା ଡା…
ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ପୁନଃଉଦ୍ଧାର
ଭୁବନେଶ୍ୱର : ଓଡିଶାର ଏକ ସୁନାମଧନ୍ୟ ତଥା ସର୍ବ ପୁରାତନ ଯୋଗ ଅନୁଷ୍ଠାନ "ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ" ଗଚ କିଛି ବର୍ଷ ଧରି କାର୍ଯ୍ୟକ୍ରମ କ୍ଷେତ୍ରରେ ନୀରବି ଯାଇଥିବା ବେଳେ ବର୍ତ୍ତମାନ ଏହାର ବରିଷ୍ଠ ଯୋଗ ପ୍ରଶିକ୍ଷକ ପ୍ରଫେସର ଅଖିଳ ଚନ୍ଦ୍ର ରଣାଙ୍କ ସକ୍ରିୟତା ଯୋଗୁ…
ମୟୂରଭଞ୍ଜରେ ଗୋ-ମାଫିଆ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ସୁରଜିତ ମହାନ୍ତିଙ୍କ ଘରେ ଚଢାଉ ହୋଇଛି। ଆଜି ସକାଳୁ ଚଢାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ ଲକ୍ଷ ନଗଦ ଟଙ୍କା, ୩୭୦ ଗ୍ରାମ ସୁନା ଓ ୨୮୦ ଗ୍ରାମ ରୂପା ଜବତ କରିଛି ଭିଜିଲାନ୍ସ । ଏହାସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି।…
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ
ଭୁବନେଶ୍ୱର : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି । ପୂର୍ବରୁ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁଣି ନଭେମ୍ବରରେ ନୂଆପଡ଼ା ଉପନିର୍ବାଚନ ବେଳେ ଓଡ଼ିଶା ଗସ୍ତ କରି ସେ ଗଛ ଲଗାଇବା ଆରମ୍ଭ କଲେ…
୨୪ରୁ ଗଡ଼ିବନି ଘରୋଇ ବସ୍
କଟକ : ୨୪ରୁ ଗଡିବନି ଘରୋଇ ବସ୍। ମୁଖ୍ୟମନ୍ତ୍ରୀ ବସ୍ ବ୍ଲକରୁ ଜିଲ୍ଲା ହେଡ୍ କ୍ଵାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତାବନୀ ଦେଇଛି।…
ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି…
ଭୁବନେଶ୍ୱର : ବିଜେଡି ବିରୋଧରେ ଚାଲିଥିଲା ମିଡ୍ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…
ସୁନ୍ଦରଗଡ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆକ୍ସନ୍ ମୋଡରେ ଆସିଛି ପୁଲିସ୍। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଦାବି କରିଥିଲେ। ଗତକାଲି ରାତିରୁ ଟାଉନ୍ ଥାନା ପୁଲିସ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉଭୟ…