Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନେତାଜୀଙ୍କ ପରାକ୍ରମ, ସୌର୍ଯ୍ୟ ଆମକୁ ପ୍ରେରଣା ଦିଏ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୩/୦୧; ପରାକ୍ରମ ଦିବସ ଅବସରରେ ବିଶେଷ କରି ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
ଶ୍ବଶୁର ପେଟ୍ରୋଲ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ ।
ପଟ୍ଟାମୁଣ୍ଡାଇ : ବୋହୂର ଅଭିଯୋଗ ଶ୍ବଶୁର ପେଟ୍ରୋଲ ଆଣିଲେ, ଶୋଇବା ଘରେ ଢାଳି ଜାଳିଦେଲେ । ଶାଶୁ ପାଖରେ ଥିଲେ ହେଲେ ପ୍ରତିବାଦ କଲେନି । ସବୁ କିଛି ଜଳିଗଲା କିନ୍ତୁ ସେ ବାହାରକୁ ଆସିବାରୁ ବଞ୍ଚିଗଲେ । ଏଥିଲା ଜଣେ ବୋହୂର ଅଭିଯୋଗ । ଆଉ ଶ୍ବଶୁର ଓ ସ୍ବାମୀଙ୍କ କଥା ଶୁଣିଲେ ଆପଣଙ୍କୁ…
ନବୀନ ନିବାସ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ଭିଡ଼
ଭୁବନେଶ୍ୱର : ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି ।…
ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦେବ ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ…
ୱାର୍ଲଡ ଓଡ଼ିଶା ସୋସାଇଟି ବିଶ୍ୱ ୧୫ ବିଶ୍ୱଭରି ଓଡ଼ିଆଙ୍କ ପାଇଁ ସମର୍ପିତ
ନୂଆଦିଲ୍ଲୀ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ବିଶ୍ୱଭରି ଓଡ଼ିଆଙ୍କର ସାମଗ୍ରିକ କଲ୍ୟାଣ ପାଇଁ ସଦା ସମର୍ପିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ୱାଓସୋର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସିଭିଲ ସର୍ଭିସ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ଉତ୍କଳ…
ତୃତୀୟ ବିଳାସୁଣୀ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ବିଳାସୁଣୀ/ ଭୁବନେଶ୍ବର ; କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତୃତୀୟ ବିଳାସୁଣୀ ମହୋତ୍ସବ-୨୦୨୬ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଚଳିତ ଜାନୁୟାରୀ ମାସ ୩୦ ରୁ ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି…
ମାଆ ବାଗ୍ଦେବୀ
ଈଶ୍ୱର ସୃଷ୍ଟିର ସମସ୍ତ ପ୍ରାଣୀଙ୍କୁ ନିଜ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତି l କିନ୍ତୁ ସେ କେବଳ ଏକମାତ୍ର ଜୀବ ମଣିଷକୁ କଥାକହି ନିଜ ଭାବ ପ୍ରକାଶ କରିବାର ଶକ୍ତି ଦେଇଛନ୍ତି l ମନୁଷ୍ୟ ଏଣୁ ଏକ କଥାକୁହା ପ୍ରାଣୀ,କଥା ବା ବାଣୀଦ୍ୱାରା ସେ ନିଜର ଭାବକୁ ବ୍ୟକ୍ତ କରି ଥାଏ l…
ଡଲଫିନ ଗଣନା ଆରମ୍ଭ
ରାଜନଗର : ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସୋମବାର ଦିନ ଡଲଫିନ୍ ଗଣନାର ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି । ୨୦ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୩ ଦିନ ଧରି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ…
ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ଭୁବନେଶ୍ବର : ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୟୁନିଟ-୧ ହାଟର ୫୦ରୁ ଅଧିକ ଦୋକାନ ଘର ଜଳିପୋଡି ଛାରଖାର ହୋଇଯାଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ…
ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି
ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ସୋମବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗିବା ପୂର୍ବକ ବିମାନବନ୍ଦରରେ ଉପସ୍ଥିତ ରହି ଶେଖ ମହମ୍ମଦଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦର…